Breaking News

ଓଡିଆ ଅଭିନେତା ଦୀପକ (deepak) ଓ ତାଙ୍କ ସ୍ତ୍ରୀ ଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ସମସ୍ତ ଅଭିନେତା ଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଅଭିନେତା ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସବୁଠି ବେଶ ପରିଚିତ । ବନ୍ଧୁଗଣ ଏହି ଅଭିନେତା ମାନେ କିଛି ନା କିଛି କାର୍ଯ୍ୟ କୁ ନେଇ ବେଶ ଚର୍ଚା ରେ ଥାଆନ୍ତି ଯେମିତି ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ହଉ ବା ନିଜ ଅଭିନୟ , ନାଚ କୁ ନେଇ ହଉ ସେମାନେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଥାଆନ୍ତି ।

ବନ୍ଧୁଗଣ ଠିକ ସେହିଭଳି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ଦୀପାଳ ମଧ୍ୟ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଦର୍ଶକ ମାନ ଙ୍କ ପାଇଁ ପୋଷ୍ଟ କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହବାରେ ଲାଗିଛି , ତାହେଲେ ବନ୍ଧୁଗଣ ଆସନ୍ତୁ ଏହି ଭିଡିଓ ବିଷୟ ରେ ଜାଣିବା ,

ବନ୍ଧୁଗଣ ଅପନ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଆଗ ଧାଡ଼ି ର ଅଭିନେତା ହଉଛନ୍ତି ଦୀପକ । ସେ ବହୁ ଗୁଡିଏ ଚଳଚିତ୍ର ରେ ନିଜର ଯବରଦଦସ୍ତ ଅଭିନୟ ଦେଖାଇ , ଚଳଚିତ୍ର କୁ ସୁପର ହିଟ କରାଇବା ସହିତ ନିଜେ ଲୋକ ପ୍ରିୟ ହୋଇପାରିଛନ୍ତି । ଏହି ଅଭିନେତା ଜଣକ ରିଲ ଲାଇଫ ରେ ଲୋକ ମାନ ଙ୍କ ମନୋରଞ୍ଜନ କରାଇବା ସହିତ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡିଓ ହଉ ବା ଫଟୋ ଦର୍ଶକ ମାନ ଙ୍କ ପାଇଁ ସେୟାର କରିଥାଆନ୍ତି ।


ବନ୍ଧୁଗଣ ଅପନ ମାନେ ଜାଣିଥିବେ ଯେ ଗତ କିଛି ଦିନ ତଳେ ଦୀପକ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ବିବାହ ପରେ ନିଜ ପତ୍ନୀ ଙ୍କ ସହିତ ବହୁ ସାରା ଫଟୋ ଓ ଭିଡିଓ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥାଆନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଦୀପକ ଙ୍କ ଏକ ଭିଡିଓ ବେଶ ଭାଇରାଲ ହବା ରେ ଲାଗିଛି , ଯେଉଁ ଭିଡିଓ ରେ ଦୀପକ ଓ ତାଙ୍କ ପତ୍ନୀ ନାଚୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଉଭୟ ବିବାହ ପରେ ବେଶ ଖୁସି ରେ ଅଛନ୍ତି ॥

About admin

Check Also

Babusan ହସ୍ପିଟାଲରୁ ଘରକୁ ଫେରିଲା ବେଳେ, ତୃପ୍ତି କାହିଁକି ରାଗିଲେ ଦେଖନ୍ତୁ !

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ନିହାତି ଜାଣିଥିବେ ଗତ କିଛି ଦିନ ହେଲା ସମ ହସ୍ପିଟାଲରେ ଚିଖିଚିତ ହେଉଥିବା ଅଲିଉଡ଼ର …

Leave a Reply

Your email address will not be published.