Breaking News

ଦେଖନ୍ତୁ ବାବୁଶାନ (Babushan) ଙ୍କ ସ୍ତ୍ରୀ ତୃପ୍ତି ନିଜ ପୁଅକୁ କିପରି ଖେଳାଉଛନ୍ତି

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆ ରେ ଆମେ ଅନେକ ଭିଡିଓ ଦେଖିଥାଉ ଓ ବହୁତ କମ ଭିଡିଓ ଦେଖିବାକୁ ମିଳିଥାଏ ମା ଓ ସନ୍ତାନ ର ସମ୍ପର୍କ କୁ ନେଇ , ତାହେଲେ ବନ୍ଧୁଗଣ ମା ତାର ସନ୍ତାନ ସବୁକିଛି କରିବାକୁ ପ୍ରସ୍ତୁତ ଥାଏ। ଦୁନିଆ ର ସବୁଠାରୁ ବଡ ସମ୍ପର୍କ ହଉଛି ମା ଓ ସନ୍ତାନ ର ସମ୍ପର୍କ । ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିଥିବେ ମା ତାର ସନ୍ତାନ କୁ ଗେଲ କରୁଥିବାର ଦୃଶ୍ୟ । ବନ୍ଧୁଗଣ ଠିକ ସେହିପରି ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ବାବୁଶାନ ମହାନ୍ତି ଙ୍କ ପତ୍ନୀ ତୃପ୍ତି କିଭଳି ତାଙ୍କ କୁନି ପୁଅ ସହ ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ବାବୁଶାନ୍ ଓ ତୃପ୍ତି ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ଓ ଯାହାର ନାମ ରଖିଛନ୍ତି ସମର୍ଥ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବାବୁଶାନ ଙ୍କ ପିଲା ଦିନ ର ସାଙ୍ଗ ହଉଛନ୍ତି ତୃପ୍ତି , ବାବୁଶାନ ତୃପ୍ତି ଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ ଏହି ଭଲ ପାଇବା ବେଶୀ ଦିନ ଯାଏ ରହିନଥିଲା ମାନେ ଭଲ ପାଇବା ର ୨୦ ବର୍ଷ ପରେ ୨୦୧୪ ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ବିବାହ ର ୭ ବର୍ଷ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତୃପ୍ତି ତାଙ୍କ ପୁଅ କୁ ଧରି ଗଲ କରୁଛନ୍ତି ଓ ନିଜ ପୁଅ ସହିତ ବହୁ ସାରା ମଜାମସ୍ତି କରୁଛନ୍ତି । ତାହେଲେ ଏହି ମା ପୁଅ ଙ୍କ ମଜା କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *