Breaking News

ଆଉ ଜଣେ ବଡ ଲୋକପ୍ରିୟ ଅଭିନେତ୍ରୀ ଆ-ତ୍ମ-ହ-ତ୍ୟା କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ମଣିଷ ଜନ୍ମ ହୋଇଛି ମାନେ ମୃତ୍ଯୁ ସୁନିଶ୍ଚିନ୍ତ , ତେବେ ମୃତ୍ଯୁ ଉପରେ କେବଳ ଭଗବାନ ଙ୍କ ଅଧିକାର ରହିଛି । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆପଣ ମାନେ ଦେଖିଥିବେ ସୋସିଆଲ ମିଡ଼ିଆ ରେ ବହୁ ବ୍ୟକ୍ତି ମାନେ ଲଢିବା ଅପେକ୍ଷା ହାରିବା ବହୁତ ପସନ୍ଦ କରୁଛି ଓ ଏହି ହାରିବା ହଉଛି ନିଜ କୁ ନିଜେ ମାରିଦେବା ବା ଆ-ତ୍ମ-ହ-ତ୍ୟା । ହଁ ବନ୍ଧୁ ଆଜି କାଲି ଲୋକ ମାନେ ଏହି ଭଳି କାମ କରୁଛନ୍ତି , କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ଲଢିବା ଓ ହାରିବା , ହାରିବା ପରେ ଜିତିବା ପଛ ରେ ଅନେକ ସଫଳତା ରହିଛି ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସେହିଭଳି ଏକ ଖବର ମିଳିଛି କିନ୍ତୁ ଏହା ବଲିଉଡ ଇଣ୍ଡଷ୍ଟ୍ରୀ ରୁ , ହଁ ବନ୍ଧୁ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଏକ 14 ମହଲା ଉପରୁ ତଳ କୁ ଡେଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ପ୍ରିୟା , ଯିଏ କି ଜଣେ ମଡେଲର । ତାହେଲେ ବନ୍ଧୁଗଣ ମୁମ୍ବାଇ ରେ ମଡେଲ ଭାବେ କାମ କରୁଥିଲେ ପ୍ରିୟା , ଏବଂ ଚଳଚିତ୍ର ରେ ମଧ୍ୟ କାମ କରିଛନ୍ତି ।

ବନ୍ଧୁଗଣ ସୂଚନା ଅନୁସାରେ ଏହି ମଡେଲର ବା ଅଭିନେତ୍ରୀ ଜଣକ ଗତ ରବିବାର ଦିନ ନିଜ ଭଉଣୀ ଘର କୁ ଆସିଥିଲେ ଓ ତାଙ୍କ ସହିତ ଜଣେ ପୁରୁଷ ଥିଲେ । ଭଉଣୀ ଘର କୁ ଆସିବା ପରେ ଅର୍ଦ୍ଧ ରାତି ପର୍ଯ୍ୟନ୍ତ ନାଚ ଗୀତ କରିଥିଲେ , ନାଚ ଗୀତ ସରିବା ପରେ ସେ ବହୁ ରାତି ରେ ଘର କୁ ଫେରିଥିଲେ । ଘର କୁ ଆସିବା ପରେ ତାଙ୍କ ମା ତାଙ୍କୁ କିଛି ଗା-ଳି ଗୁଲଜ କରିବାରୁ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ପୋଲିସ ର ତଦନ୍ତ ରୁ ଜଣା ପଡିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ଏବେ ବ୍ୟାଙ୍କ ତରଫରୁ ମିଳିବାକୁ ଯାଉଛି…

ଦର୍ଶକବନ୍ଧୁ ଯଦି ଆପଣ ଜଣେ SBI ଗ୍ରାହକ ଏବେ ଏବେ ଆସୁଛି ଆଉ କିଛି ବଡ ସୂଚନା ଏନେଇ SBI …

Leave a Reply

Your email address will not be published.