Breaking News

ଓଡିଆ ନାୟକ ସ୍ଵରାଜ (swaraj barik) ଙ୍କ ପକୃତ ପ୍ରେମ କିଏ ?

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଏମିତି ଅଳ୍ପ ସୁପର ଷ୍ଟାର ଅଛନ୍ତି ଯେଉଁମାନେ କି ଛୋଟ ବେଳୁ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇପାରିଛନ୍ତି, ବା ଶିଶୁ କଳାକାର ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ବେଶ ପରିଚିତ । ବନ୍ଧୁଗଣ ସେହିଭଳି ଜଣେ ଅଭିନେତା ହଉଛନ୍ତି ସ୍ଵରାଜ ବାରିକ , ବନ୍ଧୁଗଣ ସ୍ଵରାଜ ବାରିକ ଙ୍କ ଗାର୍ଲଫ୍ରେଣ୍ଡ କିଏ ଆଜି ଆମେ ଜାଣିବା ଆମ ପେଜ ମାଧ୍ୟମ ରେ ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସ୍ଵରାଜ ବାରିକ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ସୁପର ଷ୍ଟାର , ହଁ ବନ୍ଧୁ ଏହି ଅଭିନେତା ଜଣକ ତାଙ୍କ ଛୋଟ ବେଳୁ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ସେ ତାଙ୍କ ଛୋଟ ବେଳେ ବହୁ ଗୁଡିଏ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ , ବନ୍ଧୁଗଣ ସେ ପ୍ରଥମେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ହିରୋ ଭାବେ ଅଭିନୟ କରିଥିଲେ ତୁ ମୋ ଲଭ ଷ୍ଟୋରି । ଏହି ଚଳଚିତ୍ର ଆପଣ ମାନେ ନିଶ୍ଚୟ ସ୍ଵରାଜ ଓ ଭୂମିକା ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।


ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସ୍ଵରାଜ ଭୂମିକା ଙ୍କ ସହ ଅଭିନୟ କରିବା ସହିତ ଆହୁରି ଅନେକ ହିରୋଇନ ଙ୍କ ସହ ଅଭିନୟ କରିଛନ୍ତି । ସ୍ଵରାଜ ତାଙ୍କ ଗାର୍ଲଫ୍ରେଣ୍ଡ କୁ ନେଇ ଏକ ଇଣ୍ଟରଭ୍ୟୁ ରେ କହିଥିଲେ ତାଙ୍କ ଜୀବନ ରେ ଏ ପର୍ଯ୍ୟନ୍ତ କଏହି ବି ଆସିନାହାଁନ୍ତି ଓ ଯେବେ ଆସିବ ସେ ନିଶ୍ଚୟ ଜଣାଇବେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.