Breaking News

ଭିଡିଓ ଦେଖନ୍ତୁ – ନୂଆବୋହୁ ସିରିଏଲ ସରିଲା ପରେ ବର୍ତ୍ତମାନ କଣ କରୁଛନ୍ତି ରାଧିକା ଓ ସାତ୍ଵିକ (Mitali Jagajit)

ଦର୍ଶକ ବନ୍ଧୁ ଯଦି ଆମ କୁ ସବୁଦିନ ମନୋରଞ୍ଜନ କରୁଥିବା ଧାରାବାହିକ ଟି ହଠାତ୍ ବନ୍ଦ ହୋଇଗଲେ ନିଶ୍ଚିତ ଆମ କୁ ଦୁଃଖ ଲାଗିବ ।ଠିକ୍ ସେମିତି ତରଙ୍ଗ ଟିଭି ପ୍ରସାରିତ ହେଉଥିବା ନୂଆ ବୋହୁ ଟି ଆଗାମୀ ଦିନ ମାନ ଙ୍କ ଭିତରେ ବନ୍ଦ ହବା କୁ ଯାଉଛି ଓ ଏହି କଥା ଟି ଦର୍ଶକ ମାନେ ଜାଣିବା ପରେ ସେମାନ ଙ୍କ ମନ କୁ ବହୁତ୍ ଦୁଃଖ ମଧ୍ୟ ହୋଇଛି । କାରଣ ସେଥିରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଅଭିନୟ ଆଉ ଦେଖିବାକୁ ମିଳିବ ନାହିଁ ।

ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ନୂଆ ବୋହୁ ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲା ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଥିଲେ। ହଁ ବନ୍ଧୁ ରାଧିକା ଓ ସତ୍ଵକି ଙ୍କ ଙ୍କ ଯୋଡି କୁ ଦର୍ଶକ ମାନେ ବହୁତ ପସନ୍ଦ କରୁଥିଲେ । ବନ୍ଧୁଗଣ ସେଥିପାଇଁ ଏହି ଧାରାବାହିକ ଟି ବନ୍ଦ ନହେବା ପାଇଁ ଏହାର ତରଙ୍ଗ ପ୍ରଡକ୍ସନ ଦ୍ଵାରା ଆଉ ଏକ ନୂଆ ଧାରାବାହିକ ଟି ଏଥିରେ ଯୋଡ଼ା ଯାଉଛି ଯାହାର ନାମ ହେଉଛି ଝିଅ ଆମର ନୂଆ ବୋହୁ ।

ଏହି ନୂଆ ଧାରାବାହିକ ଟି ଖୁବ ଶୀଘ୍ର ପ୍ରସାରିତ ହବା କୁ ଯାଉଛି । ବନ୍ଧୁଗଣ ସେ ଯେମିତି ଅଭିନେତା ହୁଅନ୍ତୁ ଅଭିନେତ୍ରୀ ସେ ଯେଉଁ ଧାରାବାହିକ ରେ ଅଭିନୟ କରୁଛନ୍ତି ତାହା ସ୍ଥାୟିତ୍ଵ ପାଇଁ ନଥାଏ , ତାହା ଦିନେ ଦିନେ ବନ୍ଦ ହବା ଟା ହିଁ ହବ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.