Breaking News

ଭିଡିଓ ଦେଖନ୍ତୁ – ପ୍ରଥମ ଥର ପାଇଁ ଝିଲ୍ଲିକ (Jhilik) ତାଙ୍କ ସ୍ଵାମୀଙ୍କ ରୋମାଣ୍ଟିକ ଅନ୍ଦାଜରେ ଏମିତି କିଛି କହିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଯିଏ କି ଜଣେ ବଙ୍ଗୀୟ ହୋଇଥିଲେ ମଧ୍ୟ ସେ ଆଜି ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି ଓ ଓଡିଆ ଇଣ୍ଡଷ୍ଟ୍ରୀ ନମ୍ବର 1 ହିରୋଇନ ଭାବେ ବେଶ ପରିଚିତ । ବନ୍ଧୁଗଣ ଝିଲ୍ଲିକ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜ ସ୍ବାମୀ ଙ୍କ ଫଟୋ କିଛି ପୋଷ୍ଟ କରିଛନ୍ତି , ଓ ସ୍ବାମୀ ଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ।

ହଁ ବନ୍ଧୁ ତାଙ୍କ ଜୀବନ କୁ ଏତେ ସୁନ୍ଦର ବନେଇ ଥିବାରୁ ସେ ତାଙ୍କ ସ୍ବାମୀ ଙ୍କୁ ଧନ୍ଯ ବାଦ ଜଣାଇଛନ୍ତି ଓ କହିଛନ୍ତି ସେ ସବୁଜନ୍ମ ରେ ତାଙ୍କ ସ୍ବାମୀ ଭାବେ ପାଇବାକୁ ଚାହିଁଛନ୍ତି ଓ ସେୟାର କରିଥିବା ଏକ ଫଟୋ ବେଶ ଭାଇରାଲ ହବା ରେ ଲାଗିଛି ହଁ ବନ୍ଧୁ ଏହି ଫଟୋ ରେ ନିଜ ସ୍ବାମୀ ଙ୍କ ସହ ନଜର ଆସିଛନ୍ତି ।

ଏଠିସହିତ ଝିଲ୍ଲିକ ଙ୍କ ଆଉ ଏକ ଭିଡିଓ ବେଶ ଭାଇରାଲ ହବା ରେ ଲାଗିଛି ଯେ ଝିଲ୍ଲିକ ତାଙ୍କ କୁକୁର କୁ ନିଜ ହାତ ରେ ଖୁଆଉ ଥିବାର ଦେଖିବାର ମିଳିଛି । ସେଥିପାଇଁ ସୋସିଆଲ ମିଡ଼ିଆ ରେ ବେଶ ପ୍ରଶଂସା କରିଛନ୍ତି ଝିଲ୍ଲିକ ଙ୍କୁ ଦର୍ଶକ ମାନେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.