Breaking News

ଭିଡିଓ ଦେଖନ୍ତୁ – ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁହଁ ଖୋଲି ଏମିତି କିଛି କହିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବହୁ ଗୁଡିଏ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ଟ୍ରୋଲ କରୁଛନ୍ତି ଓ ସେମାନେ ଲାଇଭ ଆସିଥିବା ସମୟ ରେ କୋଉ ବ୍ୟକ୍ତି ଭଲ କଥା କହୁଥିବା ସମୟ ରେ ଆଉ କୌଣଶୀ ବ୍ୟକ୍ତି ସେମାନ ଙ୍କୁ ଖ-ରା-ପ କଥା କହିଥାଆନ୍ତି ଓ ସେତିକି ନୁହେଁ ଏହି ଖରାପ କଥା ରେ ସେହି ବ୍ୟକ୍ତି ମାନେ ଅଭିନେତା ମାନ ଙ୍କ ବାପା,ମାଭାଇ,ଭଉଣୀ ନାମ ଲଗାଇ ଅ-ଶ୍ଳୀ-ଳ ଭାଷା କହିଥାଆନ୍ତି ।

ବନ୍ଧୁଗଣ ଠିକ ସେହିଭଳି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଶିଶୁ କଳାକାର ଭାବେ ବେଶ ପରିଚିତ ପ୍ରକୃତି ମିଶ୍ର ମଧ୍ୟ ସୋସିଆଲ ମିଡ଼ିଆ ରେ ଟ୍ରୋଲ ହୋଇଛନ୍ତି ନିଜ ପୋଷାକ ଓ ବ୍ୟବହାର କୁ ନେଇ । ବନ୍ଧୁଗଣ ପ୍ରକୃତି ମିଶ୍ର ଓ ଓଡିଆ ଧାରାବାହିକ ର ଅଭିନେତ୍ରୀ ମାନସ୍ଵିନୀ ପତି ଏହି ଦୁଇ ଜଣ ଲାଇଭ ଆସିଥିବା ସମୟ ରେ ପ୍ରକୃତି ମିଶ୍ର ଟ୍ରୋଲ କରୁଥିବା ବ୍ୟକ୍ତି ଏମିତି କିଛି କହିଛନ୍ତି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପ୍ରକୃତି ମିଶ୍ର ପ୍ରଥମେ ହରି ଭାଇ ହାରେନା ଚଳଚିତ୍ର ରେ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇପାରିଥିଲେ ଓ ତା ପରେ ସେ ବହୁ ସାରା ଫିଲ୍ମ ରେ ଅଭିନୟ କରିଛନ୍ତି । କିନ୍ତୁ ବନ୍ଧୁଗଣ ସେ ବଡ ହବା ପରେ ଓଡିଆ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଯାଇ ବଲିଉଡ ରେ ନିଜ କ୍ୟାରିଆର ଆରମ୍ଭ କରିଥିଲେ ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ପ୍ରକୃତି ଟ୍ରୋଲ ହବା ପରେ ତାଙ୍କ ବାପା ମା ଙ୍କୁ ନେଇ ମଧ୍ୟ ବହୁ କମ ବ୍ୟକ୍ତି ଅ-ଶ୍ଳୀ-ଳ କଥା କହିଥିଲେ ଓ ଯାହାକୁ ପ୍ରକୃତି ଉ-ତ୍ତ୍ୟ-କ୍ତ ହୋଇ ଯାଇ କହିଥିଲେ ଯେ ମୋତେ ଯେ କହିବା କଥା କହୁ କିନ୍ତୁ ମୋ ବାପା ମା ଙ୍କୁ କହିଲେ ମୋ ଦେହ ରେ ଯିବ ନାହିଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *