Breaking News

ଫୁଣି ଆଜି ଓଡିଶାର ଲୋକପ୍ରିୟ ସିଙ୍ଗର ଶକ୍ତି ମିଶ୍ରଙ୍କୁ (Shakti Mishra) ନେଇ ଆସିଲା ବଡ ଦୁଃ-ଖ ଖବର

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ କଣ୍ଠ ଶିଳ୍ପୀ ଶକ୍ତି ମିଶ୍ର ଙ୍କ ସ୍ବା-ସ୍ଥ୍ୟ ଅବସ୍ଥା ବେଶ ଗୁ-ରୁ-ତ-ର ହବା ରେ ଲାଗିଛି । ହଁ ବନ୍ଧୁ ବର୍ତ୍ତମାନ ସମୟ ର ଏହା ହଉଛି ଏକ ଦୁଃ-ଖ ଖବର ଯେ ଶକ୍ତି ମିଶ୍ର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଆପଣ ମାନେ ଜାଣିଥିବେ ଯେ ପୂର୍ବ ରୁ ଶକ୍ତି ମିଶ୍ର ଏକ ଘରୋଇ ହସ୍ପିଟାଲ ରେ ଶକ୍ତି ମିଶ୍ର ଆଇସିୟୁ ରେ ଭର୍ତ୍ତି ହୋଇଥିଲେ ।

ସେ ଲିଭର ଜନିତ ରୋଗ ସମସ୍ଯା ଯୋଗୁ ସେ ମେଡ଼ିକାଲ ରେ ଚିକିସଚିତ ହେଉଥିଲେ । ପରବର୍ତ୍ତୀ ସମୟ ରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁଧାର ଆସି ଥିଲା । କିନ୍ତୁ ବର୍ତ୍ତମାନ ସମୟ ରେ ଯଦି ଦେଖିବା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ବାରେ ଲାଗିଛି । ତାଙ୍କ ଉତ୍ତମ ଚିକିତ୍ସା ପାଇଁ ପ୍ରାୟ 30 ଲକ୍ଷ ଟଙ୍କା ରୁ ଅଧିକ ଟଙ୍କା ଖର୍ଚ୍ଚ ହବ ଓ ଅର୍ଥ ଅଭାବ ମଧ୍ୟ ଦେଖା ଦେଇଛି ଏତ ଗୁଡିଏ ଟଙ୍କା ଟଙ୍କା ସଙ୍ଗେ ସଙ୍ଗେ ଯୋଗାଡ଼ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇଯାଇଛି ସେଥିପାଇଁ ତାଙ୍କ ପୁଅ ଦିବ୍ୟ ମିଶ୍ର କିଛି ଟଙ୍କା ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ଓଡ଼ିଶା ବାସୀ ଙ୍କୁ ଓ ସରକାର ଙ୍କୁ ମଧ୍ୟ ।

ବନ୍ଧୁଗଣ ଯେମିତି ତାଙ୍କର ଆଲବମ ଗୀତ ମୋର ଭୂଗୋଳ ରେ ଭଲ ହଉଥିଲା ,ହାଏ ହାଏ ତୋ ମଲି ଫୁଲ ଗଜରା,ବୟସ ରାଜ ପଥ ରେ ,ତୋର ଲମ୍ବା ବେଣୀ ଓ ମେଘ ରେ ମେଘ ଭଳି ବହୁତ ଗୁଡିଏ ସୁପର ହିଟ ଫିଲ୍ମ ରେ ଗୀତ ଗାଇଛନ୍ତି । ତାହେଲେ ବନ୍ଧୁଗଣ ଏତେବଡ କଣ୍ଠଶିଳ୍ପୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ବେଶ ଗୁରୁତର ଅଛି । ତାହେଲେ ଆପଣ ଭଗବାନ ନିକଟ ରେ ପ୍ରାର୍ଥନା କରନ୍ତୁ ଯେ ଶକ୍ତି ମିଶ୍ର ଶୀଘ୍ର ସୁସ୍ଥ ହୋଇ ପୁଣି ଆମ ଓଡିଆ ଇଣ୍ଡଷ୍ଟ୍ରୀ କୁ ଫେରି ଆସନ୍ତୁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *