Breaking News

ନୂଆ ବୋହୁ ସିରିଏଲ ସରିଲା ପରେ କେଉଁ ନୂଆ ସିରିଏଲରେ ଅଭିନୟ କରିବେ ରାଧିକା ଓ ସାତ୍ଵିକ (Mitali Jagajit)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ର ବଡ ଖବର ଯେ ପୁଣି ଆଉ ଏକ ନୂଆ ଧାରାବାହିକ ରେ ନଜର ଆସିବେ ରାଧିକା ଏବଂ ସ୍ୱତିକି , ଏହି ଖବର ଟି ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି । ତାହେଲେ ଏହି ଖବର ଟି ପଛ ରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ମଧ୍ୟ ରୁ ବେଶ ଲୋକ ପ୍ରିୟତା ହାସଲ କରି ପାରୁଥିବା ଧାରାବାହିକ ଟି ହଉଛି ନୂଆ ବୋହୁ ଧାରାବାହିକ । ଏହି ଧାରାବାହିକ ଟି କୁ ଦର୍ଶକ ମାନେ ବହୁତ ସାରା ଭଲପାଇବା ଦେଇଥିଲେ । ହଁ ବନ୍ଧୁ ଏହି ଧାରାବାହିକ ଟି କେବଳ ରାଧିକା ଓ ସତବିକି ଙ୍କ ଜବରଦସ୍ତ ଅଭିନୟ ପାଇଁ ସମ୍ଭବ ହୋଇପାରିଛି । ବନ୍ଧୁଗଣ ଏହି ନୂଆ ବୋହୁ ଧାରାବାହିକ ଟି ରେ କିଛି ବଦଳିବାକୁ ଯାଉଛି । ମାନେ ଏହି ଧାରାବାହିକ ଟି ୧୮ ବର୍ଷ ଆଗକୁ ଆଗକୁ ଚାଳିଆସିଛି ।


ଏହି ୧୮ ବର୍ଷ ଭିତରେ ରାଧିକା ଓ ସତ୍ଵିକି ଙ୍କ ଝିଅ ବଡ ହୋଇଯାଇଛି , ସେ ଏହି ଧାରାବାହିକ ର ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଛି । ବନ୍ଧୁଗଣ ଏହି ଧାରାବାହିକ ଟି କୁ ବଦଳାଇ ତାର ନାମ ରଖାଯାଇଛି ଝିଅ ଆମର ନୂଆ ବୋହୁ । ଏହି ଧାରାବାହିକ ରେ ରାଧିକା ଓ ସତ୍ୱିକି ଙ୍କ ଅଭିନୟ ଆଉ ଦେଖିବାକୁ ମିଲବନି ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଖବର ବହୁ ପରିମାଣ ରେ ବେଶ ଭାଇରାଲ ହବା ରେ ଲାଗିଛି ଯେ ସତ୍ବିକି ଓ ରାଧିକା ଏହି ଧାରାବାହିକ ଟି ଛାଡିବା ପରେ ଆଉ ଏକ ନୂଆ ଧାରାବାହିକ ରେ ନଜର ଆସିବେ , ତେବେ ବନ୍ଧୁଗଣ ଏହି କଥା ଟି ପଛ ରେକଣ ରହିଛି ସତ୍ୟତା ତାହା ଆଗାମୀ ଦିନ ମାନ ଙ୍କ ଭିତରେ ଖୁବ ଶୀଘ୍ର ଜଣା ପଡିଯିବ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.