Breaking News

ଭିଡିଓ ଦେଖନ୍ତୁ – ଶେଷରେ ନିଜ ଦ୍ଵିତୀୟ ବିବାହ କୁ ନେଇ ମୁହଁ ଖୋଲିଲେ ଅନୁ ଚୌଧୁରୀ (Anu Choudhury)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣା ଶୁଣା ଲୋକ ପ୍ରିୟ ଅଭିନେତା ଶ୍ରିତମ ଓ ଅଭିନେତ୍ରୀ ଅନୁ ସୋସିଆଲ ମିଡ଼ିଆ ରେ ଲାଇଭ ଆସିଥିବା ସମୟ ରେ ନିଜ ପ୍ରତିକ୍ରିୟା ରଖିଥିଲେ , ହଁ ବନ୍ଧୁ ଯେ ଚଳଚିତ୍ର ରେ ବିବାହ ର ଅଭିନୟ କୁ ନେଇ କିଛି ଲୋକ ମାନେ ସୋସିଆଲ ମିଡିଆ ରେ ଭାଇରାଲ କରିଥିଲେ କି ଶ୍ରିତମ ଓ ଅନୁ ଚୌଧୁରୀ ଦ୍ବିତୀୟ ବିବାହ କଲେ । ଏହି କଥା ଟି ପାଇଁ ଶ୍ରିତମ ଓ ଅନୁ ଏମିତି କିଛି ପ୍ରତିକ୍ରିୟା ରଖିଲେ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଆସନ୍ତୁ ଜାଣିବା ,

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଗାମୀ ଦିନ ମାନ ଙ୍କ ଭିତରେ ଆସିବାକୁ ଯାଉଛି ଅନୁ ଚୌଧୁରୀ ଓ ଶ୍ରିତମ ଦାସ ଙ୍କ ଏକ ଚଳଚିତ୍ର ଏହି ଚଳଚିତ୍ର ରେ ଉଭୟ ସ୍ବାମୀ ସ୍ତ୍ରୀ ନଜର ଆସିବେ । ତେବେ ବନ୍ଧୁଗଣ ହି ଫିଲ୍ମ ର ନାମ ରହିଛି ମା ର ମମତା ଯେଉଥିରେ ଅନୁ ଚୌଧୁରୀ ସ୍ତ୍ରୀ ଚରିତ୍ର ରେ ଅଭିନୟ କରିବା ସହିତ ମା ଚରିତ୍ର ରେ ଅଭିନୟ କରି କିଭଳି ପିଲା ମାନ ଙ୍କ ଦାୟିତ୍ବ ନେଉଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିବ ।

ତେବେ ବନ୍ଧୁଗଣ ଏହି ଫିଲ୍ମ ଟି ଖୁବ ଶୀଘ୍ର ପ୍ରସାରିତ ହବା କୁ ଯାଉଛି ଜି ସାର୍ଥକ ଟିଭି ରେ , ତେବେ ବନ୍ଧୁଗଣ ଏହି ଦୁଇ ଅଭିନେତା ନିଜ ଦ୍ବିତୀୟ ବିବାହ କୁ ନେଇ କହିଛନ୍ତି ଚଳଚିତ୍ର ବିବାହ ର ଅଭିନୟ କୁ ନେଇ ଆପଣ ଯଦି ଏହିଭଳି କରିବେ ଆପଣ ଙ୍କ ଚ୍ଯାନେଲ ର ଲୋକ ପ୍ରିୟ ହବା ପାଇଁ କିନ୍ତୁ ଆପଣ ମାନେ ଜାଣି ନାହାଁନ୍ତି ଯେ ଆପଣ ଙ୍କ ଚ୍ଯାନେଲେ ଏହି ଭଳି ମିଛ ଖବର ଦେଇ ଭାଇରାଲ ହବା ପରିବର୍ତ୍ତେ ଆପଣ ଙ୍କ ଚ୍ଯାନେଲ କୁ ସମସ୍ତେ ଟ୍ରୋଲ କରିବେ ବୋଲି କହିଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *