Breaking News

ଓଡିଆ କମେଡିଆନ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହେଲେ, ତାଙ୍କ ବାହାଘରର ଫୁଲ ଭିଡିଓ ଦେଖନ୍ତୁ

ଦର୍ଶକ ଓଡିଆ ଇଣ୍ଡଷ୍ଟ୍ରୀ ହାସ୍ୟ କଳାକାର ଗୁଡୁ ରିଅଲ ଲାଇଫ ରେ ବିବାହ କରିବାକୁ ଯାଉଛନ୍ତି । ହଁ ବନ୍ଧୁ ତାଙ୍କ ବାନ୍ଧବୀ ପ୍ରିୟଙ୍କା ଙ୍କୁ ବିବାହ କରିଲେ । ବନ୍ଧୁଗଣ ଏହି ହାସ୍ୟ ଅଭିନେତା ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ କମିଡି କରିବାର ଯେମିତି ବାଳୁଙ୍ଗା ଟୋକା ହଉ ବା ସେଲିଫିସ ଦିଲ ହଉ ଭଳି ଅନେକ ଚଳଚିତ୍ର ରେ ।

ବନ୍ଧୁଗଣ ସେ ଚଳଚିତ୍ର ଅଭିନୟ କରିବା ସହ ସେ ବହୁ ଧାରାବାହିକ ଅଭିନୟ କରିଛନ୍ତି । ତାହେଲେ ବନ୍ଧୁଗଣ ଗୁଡୁ ତାଙ୍କ ବାନ୍ଧବୀ ପ୍ରିୟଙ୍କା ଙ୍କୁ ବିବାହ କରିଛନ୍ତି ସୋମବାର ଦିନ । ହଁ ବନ୍ଧୁ ଏହି ସୂଚନା ଟି ଗୁଡୁ ତାଙ୍କ ସୋସିଆଲ ମିଡ଼ିଆ ରେ ନ ଜଣାଇଥିଲେ ମଧ୍ୟ ତାହା ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ।

ହଁ ବନ୍ଧୁ ଏହି ସମସ୍ତ ସୂଚନା ତାଙ୍କ ପରିବାର ଲୋକଏ ଦେଇଛନ୍ତି । ତେବେ ବନ୍ଧୁଗଣ ଦୁଇ ପରିବାର ଙ୍କ ସହନୁମତି ରେ ଆସନ୍ତା ସୋମବାର ଦିନ ଭୁବନେଶ୍ବର ଠାରେ କରୋନା କଟକଣା କୁ ମାନି ଅଳ୍ପ ସମ୍ପର୍କୀୟ ଙ୍କୁ ଡାକି ନିଜ ବାହାଘର ସମ୍ପନ୍ନ କରିଛନ୍ତି । ବନ୍ଧୁଗଣ ଏହା ବର୍ତ୍ତମାନ ସମୟ ର ବଡ ଖବର ଆସନ୍ତା ସୋମବାର ଦିନ ବିବାହ ବନ୍ଧନ ରେ ବାନ୍ଧି ହବକୁ ଯାଉଛନ୍ତି ଗୁଡୁ ସେ ତାଙ୍କ ପ୍ରେମିକା ପ୍ରିୟଙ୍କା ଙ୍କୁ ବିବାହ କରିବାକୁ ଯାଉଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.