Breaking News

ଦେଖନ୍ତୁ ଭିଡିଓ – ଜୀବନ ସାଥି ସିରିଏଲ ଶୁଟିଙ୍ଗ ସେଟରୁ ଭକ୍ତି (Jessy Samal) ଙ୍କୁ ନେଇ ଆସିଲା ବଡ ଖବର, ତାଙ୍କର କଣ ହୋଇଥିଲା ଜାଣନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଜୀବନ ଷଠି ଧାରାବାହିକ ଟି ନିଶ୍ଚୟ ଦେଖୁଥିବେ । ତାହେଲେ ବନ୍ଧୁଗଣ ବନ୍ଧୁ ଏହି ଧାରାବାହିକ ଟି କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାଆନ୍ତି ଓ ସନ୍ଧ୍ୟା ହେଲା ମାତ୍ର କେ ଟିଭି ସ୍ବିଚ ଅନ କରି ତାର ନିକଟ ରେ ବାସୀ ପଡନ୍ତି ଏହି ଧାରାବାହିକ ଟି କୁ ଦେଖିବା ପାଇଁ । ଏହି ଧରବହିକକ ମୁଖ୍ୟ କଳାକାର ଭାବେ ଅଭିନୟ କରୁଥିବା ଆଦି ଓ ଭକ୍ତି ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାଆନ୍ତି ।


ବନ୍ଧୁଗଣ ରିଲ ଲାଇଫ ରେ ନୁହେଁ ରିଅଲ ଲାଇଫ ରେ ଲଗା ହେଲେ ଆଦି ଓ ଭକ୍ତି , ହଁ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭକ୍ତି ଙ୍କ ର କିଛି ଫଟୋ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଫଟୋ ଗୁଡିକ ନେଇ ସୋସିଆଲ ମିଡ଼ିଆ ଅନେକ ଗୁଜବ ଆରମ୍ଭ ହୋଇଯାଇଛି । ଏହି ଫଟୋ ଗୁଡିକ ବର୍ତ୍ତମାନ ସମୟ ରେ ଆସିଲା କୋଉଠୁ ଓ ଏହା ପୋଷ୍ଟ କରିବା ର କାରଣ କଣ ଓ ବର୍ତ୍ତମାନ ସମୟ ରେ ଭକ୍ତି ଭଲ ଅଛନ୍ତି କି ନହିଁ ।

ବନ୍ଧୁଗଣ ଆମେ ଆପଣ ଙ୍କୁ ସ୍ପଷ୍ଟ କରିଦେଇଛୁ ଯେ ଏହି ଭାଇରାଲ ହେଉଥିବା ଫଟୋ ଗୁଡିକ ହଉଛି ଏହି ଜୀବନ ଷଠି ଧାରାବାହିକ ର କିଛି ପୁରୁଣା ଦିନ ଶୁଟିଙ୍ଗ ସେଟ ର ଫଟୋ । ବନ୍ଧୁଗଣ ବର୍ତ୍ତମାନ ଏହି ଧାରାବାହିକ ଟି ଏକ ନୂଆ ମୋଡ ନେଇଛି ଓ ଏହି କଥା ଟି କେବଳ ସେହି ବ୍ୟକ୍ତି ଜାଣିଥିବେ ଯେଉଁ ବ୍ୟକ୍ତି ଏହି ଧାରାବାହିକ ଟି କୁ ପ୍ରତ୍ଯେକ ଦିନ ଦେଖୁଥିବେ । ଏହି ନୂଆ ମୋଡ ରେ ଭକ୍ତି ଭୂମିକା ଟି ବାଦ ପଡିଯାଇଛି ।


ବନ୍ଧୁଗଣ ଭକ୍ତି ବା ଜେସୀ ସାମଲ ବର୍ତ୍ତମାନ ସମୟ ରେ ବହୁତ ଭଲ ରେ ଅଛନ୍ତି କିନ୍ତୁ ସୋସିଆଲ ମିଡ଼ିଆ ରେ ଯାହା ବି କିଛି ଗୁଜବ ଚାଲିଛି ସେଥିରେ କିଛି ବି ସତ୍ୟତା ନହିଁ । ଜେସୀ ଭଲ ଅଛନ୍ତି ଓ ସୁସ୍ଥ ଅଛନ୍ତି ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.