Breaking News

ଭିଡିଓ ଦେଖନ୍ତୁ – ବାହାଘର ପରେ ଶୁଟିଙ୍ଗ ସେଟରେ ଜାଙ୍କଲିନ (janklin) ମୁଣ୍ଡରେ ଲାଗିଲା ଆଘାତ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେ ପ୍ରଭୁ ଧାରାବାହିକ ରେ ଅଭିନୟ କରୁଥିବା ଆପଣ ମାନ ଙ୍କ ର ପ୍ରିୟ ଅଭିନେତ୍ରୀ ଜାଙ୍କଳିନୀ ପରିଡା ବର୍ତ୍ତମାନ ସମୟ ରେ ଶୁଟିଙ୍ଗ ସମୟ ରେ ଏକ ଦୁର୍ଘଟଣା ର ଶିକାର ହୋଇଛନ୍ତି ଓ ଏହି କଥା ଟି ଜାଙ୍କଳିନୀ ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରି ଜଣେଇଛନ୍ତି , ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶୁଟିଙ୍ଗ ସମୟ ରେ ହୋଇଥିବା ଦୁର୍ଘଟଣା ଜାଙ୍କଳିନୀ ଙ୍କ କଣ ହୋଇଛି ,


ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଜାଙ୍କଳିନୀ ପରିଡା ଏକ ରିଆଲିଟି ଶୋ ରେ ନିଜ ପ୍ରତିଭା ଦେଖାଇ ବିଜେତା ହବା ପରେ ଓଡିଆ ଇଣ୍ଡଷ୍ଟ୍ରୀ ପାଦ ଦେଇଥିଲେ ଓ ବହୁତ କମ ଦିନ ରେ ଲୋକ ପ୍ରିୟତା ହାସଲ କରିପାରିଛନ୍ତି । ବନ୍ଧୁଗଣ ସେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ମୋ ଜେଜେମା ରେ ଆପଣ ମାନେ ଜାଙ୍କଳିନୀ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ଏହି ଲୋକ ପ୍ରିୟ ଧାରାବାହିକ ଟି ବନ୍ଦ ହବା ପରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନଥିଲା ।


ବନ୍ଧୁଗଣ ଦୀର୍ଘ ଦିନ ପର୍ଯ୍ୟନ୍ତ ଶୁଟିଙ୍ଗ ସେଟ ରୁ ଦୂରେଇ ଯିବା ପରେ ବର୍ତ୍ତମାନ ସମୟ ରେ ଜି ସାର୍ଥକ ଟିଭି ରେ ପ୍ରସାରିତ ହଉଥିବା ଲୋକ ପ୍ରିୟ ଧାରାବାହିକ ହେ ପ୍ରଭୁ ରେ ଅଭିନୟ କରୁଛନ୍ତି । ଆପଣ ମାନେ ଜାଣିଥିବେ ଜାଙ୍କଳିନୀ ଓ ଧାରାବାହିକ ଜଗତ ଲୋକ ପ୍ରିୟ ଅଭିନେତା ଅରବିନ୍ଦ ଏହି ଦୁଇ ଯୋଡି ପରସ୍ପର କୁ ଭଲ ପାଉଥିଲେ ଓ ପରବର୍ତ୍ତୀ ସମୟ ରେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ବନ୍ଧୁଗଣ ଜାଙ୍କଳିନୀ ବିବାହ କରିଥିଲେ ମଧ୍ୟ ତାଙ୍କ ଅଭିନୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରଖିଛନ୍ତି , ତାହେଲେ ହେ ପ୍ରଭୁ ଧାରାବାହିକ ରେ ତାଙ୍କର ଏକ ଛୋଟ ଦୁର୍ଘଟଣା ରେ ତାଙ୍କ ମୁଣ୍ଡ ଫାଟିଯାଇଛି ବୋଲି ଜାଙ୍କଳିନୀ ନିଜେ ଏକ ଭିଡିଓ ରେ କହିଛନ୍ତି ଓ ଏହି ଭିଡିଓ ଟି ମଧ୍ୟ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *