Breaking News

ବଡ଼ ଖବର-ମାଡ଼ି ଆସୁଛି ବାତ୍ୟା ଫେଲିସିଆ, ୨୦୦ ରୁ ଅଧିକ ବେଗରେ ଗତି କରୁଛି

ଦର୍ଶକ ବନ୍ଧୁ ଆସୁଛି ଆଉ ଏକ ବାତ୍ୟା ଓ ଏହି ବାତ୍ୟା ର ନାମ ହଉଛି ଫେଲିସିଆ । ଏହି ବାତ୍ୟା ଟି ୨୦୦ ରୁ ଅଧିକ ବେଗ ରେ ପବନ ବହିପାରେ , ଏହି ବାତ୍ୟା ଟି ଆସନ୍ତା ବୁଧ ବାର ଦିନ ଗଭୀର ଅବପାତ ରୂପ ନେଇ ବାତ୍ୟା ରେ ପରିଣତ ହବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଏହା ବର୍ତ୍ତମାନ ପୂର୍ବ ପ୍ରଶାନ୍ତ ମହାସାଗର ରେ ବଳ ଗୋଟାଉଛି ଓ ଘଣ୍ଟା ପ୍ରତି ୧୫ କିଲୋମିଟର ରେ ଭୂ ପୃଷ୍ଠ କୁ ମାଡି ଆସୁଛି ।

ଏହି ବାତ୍ୟା ଟି ବର୍ତ୍ତମାନ ସମୟ ରେ ଆମେରିକା ହିଲୋ ପ୍ରାନ୍ତର ଠାରୁ ୨୧୨୦ ମାଇଲ ଦୂର ରେ ରହିଥିବା ସମୟ ରେ କାରଣିଫର୍ଣିଆ ଉପକୂଳ ଠାରୁ ଏହା ୧୦୩୦ ମାଇଲ ଦୂର ରେ ଅଛି । ବନ୍ଧୁଗଣ ସବୁଠି ବଡ କଥା ହେଲା ଯେ ଏହି ବାତ୍ୟା ଟି ସ୍ଥଳ ଭାଗ ଛୁଇଁବା ପରେ ୨୦୦ କିମି ରେ ବା ୧୩୦ ମାଇଲ ରେ ପବନ ବହିବା ର ସମ୍ଭାବନା ରହିଛି ଓ ବର୍ତ୍ତମାନ ଏହି ବାତ୍ୟା ଟି ଯେଉଁଠି କେନ୍ଦ୍ରୀଭୂତ ହୋଇଛି ସେଠାରେ ଘଣ୍ଟା ପ୍ରତି ୨୫ କିମି ବେଗ ରେ ପବନ ବୋହୁଛି । ବନ୍ଧୁଗଣ ଏହି ବାତ୍ୟା ଟି ସମୁଦ୍ର ଭିତରେ ଦୁର୍ବଳ ହୋଇଜୀବ ସେଥିପାଇଁ ଏହି ବାତ୍ୟା ଟି ସ୍ଥଳ ଭାଗ ଛୁଇଁବା ଆଶଙ୍କା କମ ରହିଛି ।

ବନ୍ଧୁଗଣ ମିଆମି ନ୍ୟାସନାଲ ହରିକେନ ସେଣ୍ଟର ର ସୂଚନା ଅନୁସାରେ ଏହି ବାତ୍ୟା ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ ରେ ପ୍ରବେଶ ବେଳ କୁ ଏହା ଦୁର୍ବଳ ହୋଇଯାଇଥିବ । ଏହି ବାତ୍ୟା ରି ପ୍ରଶାନ୍ତ ମହାସାଗରୀୟ ପ୍ରବେଶ କଲେ ମଧ୍ୟ ଏହା ହୱାଲିଆନ ଦ୍ବୀପ ଠାରୁ ବହୁତ ଦୂର ରେ ରହିବ । ରବିବାର ଦିନ ରାତି ରେ ହିଁ ଏହା ଦୁର୍ବଳ ହବା ପ୍ରକ୍ରିୟା ଆରମ୍ଭ କରୀ ଆସନ୍ତା ବୁଧବାର ଦିନ ଯାଏ ଏହା ରହିବ । ବନ୍ଧୁଗଣ ଏହା ଦକ୍ଷିଣ ପଶ୍ଚିମ ରେ ଅବସ୍ଥିତ ଥିବା ହାୱାଇ ଆଡେ ମୁହାଇଁ ପରେ କିନ୍ତୁ ଏହା ହାୱାଇ ଉପରେ କିଛି ପ୍ରଭାବ ପକାଇ ପାରିବ ନହିଁ ତାହା ସ୍ପଷ୍ଟ ଭାବେ ଜଣା ପଡୁନାହିଁ କାରଣ ବୁଧବାର ଦିନ ଏହା ଦୁର୍ବଳ ରୁ ଅତି ଦୁର୍ବଳ ହୋଇଯାଇଥିବ ।

ତାହେଲେ ବନ୍ଧୁଗଣ ଆମେରିକା ଜାତୀୟ ହରିକେନ୍ ସେଣ୍ଟରର କହିବା ଅନୁଯାୟୀ ଫେଲିସିଆକୁ କାଟାଗୋରୀ ୪ରେ ରଖାଯାଇଛି । କାରଣ ଏହା ଭୟଙ୍କର ରୂପ ନେଇପାରେ ଓ ସ୍ଥଳ ଭାଗ ରେ ମାଡ ହେବା ପରେ ଏହା ଘଣ୍ଟାପ୍ରତି ୧୩୦ ମାଇଲ ବେଗରେ ପବନ ବହିବାର କ୍ଷମତା ରଖୁଛି କିନ୍ତୁ ହରିକେନ୍ ସେଣ୍ଟର କହିଛି ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି ବୋଲି । ପ୍ରଶାସନ ପକ୍ଷ ରୁ ସେହି ଅଞ୍ଚଳ ସତର୍କ ସୂଚନା ଜାରି ହୋଇଛି ଓ ଅତି ଆବଶ୍ୟକୀୟ ଜିନିଷ ନିଜ ପାଖ ରେ ରଖିବା ପାଇଁ ପରାମର୍ଶ ଦେଇଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କି ଯୁଗ ହେଲାରେ ନାରଣ! ପୋଲିସକୁ ପି-ଟି ଆ-ସା-ମୀ ଫେରାର, ଭିଡିଓ ଦେଖିଲେ ମୁଣ୍ଡରେ ହାତ ଦେଇଦେବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପୋଲିସ ତଦନ୍ତ କରିବାକୁ ଯାଇ ଚୋର ଠୁ ମା-ଡ଼ …

Leave a Reply

Your email address will not be published. Required fields are marked *