Breaking News

ଓଡିଶା ସିନେମା ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି (Aparajita Mohanty) ଙ୍କର ଜୀବନ କାହାଣୀ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଆ ଚଳଚିତ୍ର ବହୁତ ଆଗକୁ ଯାଇପାରିଛି , ହଁ ବନ୍ଧୁ ସେହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ବା ଡ୍ରିମ ଗାର୍ଲ ଭାବେ ପରିଚିତ ଅପରାଜିତା ମହାନ୍ତି ଯିଏ କି ବର୍ତ୍ତମାନ ଘରେ ଘରେ ପରିଚିତ । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ,ମିଳୁନାହିଁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଅପରାଜିତା ଜେଜେମା ହୋଇସାରିଲେଣି ଓ ତାଙ୍କ ନାତି ସହ ମଧ୍ୟ ବହୁ ସାରା ମଜା ମସ୍ତି କରୁଥିବା ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ଆଜି ଆମେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ କିଛି ଅଜଣା କଥା ବିଷୟ ରେ ଜାଣିବା ଯାହା ଆପଣ ମାନେ କେବେ ବି ଜାଣିନଥିବେ ତାହେଲେ ଆସନ୍ତୁ ଜାଣିବା , ବନ୍ଧୁଗଣ ଅପରିଜିତା ମହାନ୍ତି ୧୯୬୫ ମସିହା ମେ ମାସ ୧୫ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସମୟ ରେ ଅପରାଜିତା ଙ୍କ ବୟସ ହେଉଛି ୫୬ ବର୍ଷ । ସେ ୧୯୮୭ ମସିହା ରେ ଆମ ଅଦଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ଉତ୍ତମ ମହାନ୍ତି ଙ୍କୁ ବିବାହ କରିଥିଲେ ।

ବନ୍ଧୁଗଣ ସେ ତାଙ୍କ ସ୍ବାମୀ ଉତ୍ତମ ମହାନ୍ତି ଙ୍କ ସହ ବହୁ ଗୁଡିଏ ଫିଲ୍ମ ରେ ଅଭିନୟ କରିଛନ୍ତି ଉଦଣ୍ଡି ସୀତା,ଜୋର ଜାର ମୂଳକତାର ,ଚକା ଭଉଁରୀ ଭଳି ଅନେକ ସୁପର ସୁପର ଫିଲ୍ମ ଦର୍ଶକ ମାନ ଙ୍କୁ ଦେଇଛନ୍ତି । ବନ୍ଧୁଗଣ ଅପରିଜିତା ମୁସଲମାନ ପରିବାର ରେ ଜନ୍ମ ଗ୍ରହଣ କରିଛନ୍ତି , ହଁ ବନ୍ଧୁ ତାଙ୍କ ବାପା ମୁସଲମାନ ହୋଇଥିବା ସମୟ ରେ ମା ହିନ୍ଦୁ । ବିବାହ ପରେ ଅପରିଜିତ ହିନ୍ଦୁ ପରିବାର ବୋହୁ ହୋଇଛନ୍ତି ସେ ବର୍ତ୍ତମାନ ତାଙ୍କ ଠାକୁର ଘରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଯୀଶୁ ପୂଜା ପାଇଥାନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅପରାଜିତା ଙ୍କ ପରିବାର କହିଲେ ତାଙ୍କ ସ୍ବାମୀ ଉତ୍ତମ ମହାନ୍ତି,ପୁଅ ବାବୁଶାନ , ବାବୁଶାନ ସ୍ତ୍ରୀ ତୃପ୍ତି ଓ ଅପରିଜିତା ଙ୍କ ନାତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.