Breaking News

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ ଙ୍କ ସହ ରହିବାକୁ କିନ୍ତୁ ଅନୁଭବ ଚାହୁଁନାହାଁନ୍ତି ଏକାଠି ରହିବା ପାଇଁ । ବନ୍ଧୁ ଦିନ ଥିଲା ଏହି ଅନୁଭବ ବର୍ଷା ଙ୍କ ପାଇଁ ପାଗଳ ହୋଇ ଯାଉଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଅଲଗା ହବା କୁ ଚାହୁଁଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସୂଚନା ଅନୁଯାୟୀ ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ରେ ମାମଲା ଦାୟଲ ହୋଇଥିଲା ।

ତାହେଲେ ଗତ ୯ ତାରିଖ ପରେ ଗତ କାଲି ପୁଣି ଥରେ କୋର୍ଟ ରେ ସାମ୍ନା ସାମନି ହୋଇଥିଲେ ବର୍ଷା ଓ ଅନୁଭବ । ଏହି ଦୁଇ ଙ୍କ କନସିଲିଏସନ ଚାଲିଥିଲା ବନ୍ଦ କୋଠରି ଭିତରେ ଓ ଏହାକୁ ନେଇ କୌଣଶୀ ପ୍ରତିକ୍ରିୟା ରଖି ନାହାଁନ୍ତି କନସିଲିଦର । କୋର୍ଟ ର ନିର୍ଦ୍ଦେଶ ମୁତାବକ ଯେ ବର୍ଷା ହାଜର ହୁଥିବା ସମୟ ରେ ଅନୁଭବ ହାଜର ହେଉନଥିଲେ ଓ ଯେତେବେଳେ ଅନୁଭବ କୋର୍ଟ ରେ ହାଜର ହେଉଥିଲେ ସେଏବେଳେ ବର୍ଷା ଅସୁନଥିଲେ ।

ଏଥିପାଇଁ ଉଭୟ ଙ୍କ ମଧ୍ୟ ରେ ତିକ୍ତତା ମଧ୍ୟ ହେଇଥିଲା ,ଏବଂ ଗୁରୁବାର ଦିନ ବର୍ଷା ଙ୍କ ବିରୋଧ ରେ ଅନୁଭବ ମହାନ୍ତି ପୁରୀ ଘାଟ ଥାନା ରେ ଅଭିଯୋଗ କରିଥିଲେ । ଅନୁଭବ ଥାନା କୁ ଯାଇ ଅଭିଯୋଗ କରିଥିଲେଯେ ଘରେ ଅଜଣା ଲୋକ ପଶୁଛନ୍ତି ଓ ସେମାନ ଙ୍କୁ ସେ ଚିହ୍ନି ନାହାଁନ୍ତି ବୋଲି ଦର୍ଶାଇଛନ୍ତି । ତାହେଲେ ବନ୍ଧୁଗଣ ଏହି କନସିଲିଏସନ ମାଧ୍ୟମ ରେ ଏହି ଦୁଇ ଯୋଡି ଏକାଠି ହୋଇପାରିବେ କିନ୍ତୁ ଅନୁଭବ ଏହା ଚାହୁଁ ନାହାଁନ୍ତି ଯେ ସେ ପୁଣି ଥରେ ବର୍ଷା ଙ୍କ ସହ ରହିବା ପାଇଁ । ସେଥିପାଇଁ ଏହି କନସିଲିଏସନ ବନ୍ଦ କରିବା ପାଇଁ ଅନୁଭବ ଦରଖାସ୍ତ ଦେଇଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଫୁଣି ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ର ପର ଲୋକ ଘଟିଛି

ଦର୍ଶକ ବନ୍ଧୁ ଏଇ ଦୁନିଆ ଛାଡି ପୁଣି ଚାଲିଗଲେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ , ହୃଦଘାତ ଜନିତ ରୋଗ …

Leave a Reply

Your email address will not be published. Required fields are marked *