Breaking News

ଫୁଣି ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ର ପର ଲୋକ ଘଟିଛି

ଦର୍ଶକ ବନ୍ଧୁ ଏଇ ଦୁନିଆ ଛାଡି ପୁଣି ଚାଲିଗଲେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ , ହୃଦଘାତ ଜନିତ ରୋଗ ରେ ପୀଡ଼ିତ ଥିବା ରୁ ସେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଛି । ହଁ ବନ୍ଧୁ ହିନ୍ଦୀ ଧାରାବାହିକ ର ଲୋକ ପ୍ରିୟ ଅଭିନେତ୍ରୀ ସୁରେଖା ସିକ୍ରି ଙ୍କ ଦେହାନ୍ତ ହୋଇଛି । ସୁରେଖା ଙ୍କ ମ୍ୟାନେଜର ଗଣ ମାଧ୍ୟମ ନିକଟ ରେ କହିଛନ୍ତି ଯେ ସୁରେଖା ଙ୍କ ଦୁଇ ଦୁଇ ଥର ବ୍ରେନ ଷ୍ଟ୍ରୋକ ହୋଇଛି । ପ୍ରଥମ ବ୍ରେନ ଷ୍ଟ୍ରୋକ ଯେବେ ହୋଇଥିଲା ସେ ପାରାଲିସ ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଥିଲେ କିନ୍ତୁ ଦ୍ବିତୀୟ ଥର ବ୍ରେନ ଷ୍ଟ୍ରୋକ ହବା ରୁ ସେ ଚିନ୍ତା ରେ ପଡିଯାଇଥିଲେ ଓ ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ ।


ବ୍ରେନ ଷ୍ଟ୍ରୋକ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସେତେ ସୁଧାର ଆସିନଥିଲା ,ଚିକିତ୍ସା କରିବା ଦ୍ବାରା ମଧ୍ୟ କିଛି ବି ସୁଫଳ ମିଳିନଥିଲା ବରଂ ସେ ଦିନ ଦିନ ଅସୁସ୍ଥ ହୋଇଯାଉଥିଲେ । ବ୍ରେନ ଷ୍ଟ୍ରୋକ ରେ ଜମାଟ କୁ ଚିକିତ୍ସା ମାଧ୍ୟମ ରେ ବାହାର କରାଯାଇଥିଲା ବୋଲି ତାଙ୍କ ମ୍ୟାନେଜର କହିଛନ୍ତି । ସୁରେଖା ଗୋଟିଏ ମାସ ର ଔଷଧ ଖର୍ଚ୍ଚ ୨ ଲକ୍ଷ । ବନ୍ଧୁଗଣ ଦେହ ଅସୁସ୍ଥ ଥିବାରୁ ସେ ଆଉ ଫିଲ୍ମ ରେ ଧାରାବାହିକ ରେ ଅଭିନୟ କରି ନଥିଲେ । ଯାହାଦ୍ବାରା ତାଙ୍କ ଆର୍ଥିକ ପରିସ୍ଥିତି ବିଗିଡି ଯାଇଥିଲା ।


ବନ୍ଧୁଗଣ ସେ ହିନ୍ଦୀ ଧାରାବାହିକ ର ଲୋକ ପ୍ରିୟ ଧାରାବାହିକ ବାଳିକା ବଧୁ ରେ ଦାଦି ସା ଚରିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇପାରିଥିଲେ ଓ ଘରେ ଘରେ ମଧ୍ୟ ପରିଚିତ ଥିଲେ । ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ବହୁ ଗୁଡିଏ ଆୱାର୍ଡ ମଧ୍ୟ ପାଇଛନ୍ତି । ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ତାଙ୍କ ଦେହାନ୍ତ ହବା ପୂର୍ବ ରୁ ସେ ଜାତୀୟ ଫିଲ୍ମ ରେ ପୁରସ୍କାର ପାଇଥିଲେ । ବନ୍ଧୁଗଣ ତାଙ୍କ ବିୟୋଗ ଫଳ ରେ ସମଗ୍ର ବଲିଉଡ ଓ ଟିଭି ଦୁନିଆ ରେ ଶୋକର ଲହରୀ ଖେଳି ଯାଇଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *