Breaking News

ଜୁଲାଇ ୨୬ ରେ ଦଶମ ଓ ଦ୍ଵାଦଶ ଖୋଲିବା ପରେ ଅଗଷ୍ଟ ୧୬ ରେ ନବମ ଓ ସେପ୍ଟେମ୍ବର ୧୫ ରେ ଏକାଦଶ ଖୋଲିବ

ଦର୍ଶକ ବନ୍ଧୁ ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସିବା ପରେ ରାଜ୍ୟ ରେ ଦୋକାନ,ବଜାର ଧୀରେ ଧୀରେ ଖୋଲିବାରେ ଲାଗିଛି କିନ୍ତୁ ବର୍ତ୍ତମାନ ସମୟ ରେ ରାଜ୍ୟ ସରକାର ପାଠପଢା କୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯେ ଜୁଲାଇ ୨୬ ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ସମୟ ରେ ଅଗଷ୍ଟ ୧୬ ରୁ ନବମ ଶ୍ରେଣୀ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷ ରୁ କୁହା ଯାଇଛି । ହଁ ବନ୍ଧୁ ଯଦି ପରିସ୍ଥିତି ଠିକ ରୁହେ ତାହେଲେ ଅଗଷ୍ଟ ୧୬ ରୁ ନବମ ଶ୍ରେଣୀ ଓ ସେପ୍ଟେମ୍ବର ୧୫ ରୁ ଏକାଦଶ ଶ୍ରେଣୀ ଖୋଲିପାରେ ।

ହଁ ବନ୍ଧୁ ଗତ ଶନିବାର ଦିନ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଦଶମ , ଦ୍ଵାଦଶ ପରେ ନବମ ଶ୍ରେଣୀ ଖୋଲିବା ପାଇଁ ଆମେ ଧ୍ୟାନ ଦେଉଛୁ । ବନ୍ଧୁଗଣ ଯଦି ପରିସ୍ଥିତି ଠିକ ରୁହେ ତାହେଲେ ନିଶ୍ଚୟ ଅଗଷ୍ଟ ୧୬ ନବମ ଶ୍ରେଣୀ ଖୋଲିବ ଓ ଠିକ ସେହିପରି ସେପ୍ଟେମ୍ବର ୧୫ ରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହବ । ଠିକ ସେହିପରି ଜୁଲାଇ ୨୬ ରାଜ୍ୟ ରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ରେ ଦଶମ ଓ ଦ୍ଵାଦଶ ପାଠପଢା ଆରମ୍ଭ ହବ । ଯେଉଁ ସ୍କୁଲ ମାଟ୍ରିକ ପରୀକ୍ଷା ସେଣ୍ଟର ରହିଛି ତାହା ପରୀକ୍ଷା ପରେ ଖୋଲାଯିବ । ସ୍କୁଲ ଖୋଲିବା ର ସମୟ ମଧ୍ୟ ହୋଇଯାଇଛି ଯେ ସ୍କୁଲ ସକାଳ ୧୦ ଟାରୁ ଦିନ ୧ ଟା ୩୦ ମିନିଟ ଯାଏ ଖୋଲିବ ।

ହଁ ବନ୍ଧୁ ଖାଲି ସେତିକି ନୁହେଁ ଗଣଶିକ୍ଷା ସଚିବ ଆହୁରି କହିଛନ୍ତି ଯେ ଛାତ୍ର ଛାତ୍ରୀ ସ୍କୁଲ ଆସିବେ କି ନହିଁ ତାଙ୍କ ଇଚ୍ଛା । ଅଭିଭାବକ ସହ କଥା ହୋଇ ସ୍କୁଲ ଆସି ପାରିବେ । ଏଠିସହ ଦଶମ ଓ ଦ୍ଵାଦଶ ଶ୍ରେଣୀ କୁ ଛାଡି ଦେଲେ ଅନ୍ୟ ସମସ୍ତ ଶ୍ରେଣୀ ଅନଲାଇନ ଶିକ୍ଷା ପୂର୍ବ ଭଳି ଚାଲିବ । ଖାଲି ସେତିକି ନୁହେଁ କରୋନା କୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ କହିବେ ସେହି ଜିଲ୍ଲା ରେ ସ୍କୁଲ ଓ କଲେଜ ଖୋଲିବ କି ନହିଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟ୍ରାଫିକ ନିୟମ ନମାନି ଖସି ଚାଲି ଯାଉଥିଲେ, ପୋଲିସ ଦେଲା ପାହାରେ ଆଉ ତାପରେ…. ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ , ଯେ ଟ୍ରାଫିକ ନିୟମ କୁ ଉଲ୍ଲଂଘନ କରି …

Leave a Reply

Your email address will not be published. Required fields are marked *