Breaking News

ଭିଡିଓ ଦେଖନ୍ତୁ – ବର୍ଷାଙ୍କ (Varsha) ବିଷୟରେ ମିଡିଆ ଆଗରେ ଅନୁଭବ ଏମିତି କିଛି କଥା କହିଲେ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ମାମଲା ସମାଧାନ ହୋଇ ପାରୁନାହିଁ , କାରଣ ଅନୁଭବ କୋର୍ଟ ରେ ହାଜର ହେଉଥିବା ସମୟ ରେ ବର୍ଷା ଆସୁନାହାଁନ୍ତି , ବର୍ଷା ଆସୁଥିବା ସମୟ ରେ ଅନୁଭବ ଆସୁ ନାହାଁନ୍ତି ସେଥିପାଇଁ ଉଭୟ ଙ୍କ ବିବାଦ ର ସମାଧାନ ହୋଇପାରୁନାହିଁ । ତାହେଲେ ବନ୍ଧୁଗଣ ଗତ କାଲି ଅନୁଭବ କୋର୍ଟ ରେ ହାଜର ହୋଇଥିବା ସମୟ ରେ ବର୍ଷା କୋର୍ଟ ରେ ପହଞ୍ଚି ନାହାଁନ୍ତି ।


ବନ୍ଧୁଗଣ ବର୍ଷା ଅନେକ ଥର କୋର୍ଟ ରେ ହାଜର ହେଉନାହାଁନ୍ତି , ତେବେ ସେ କାହିଁକି ଆସୁ ନାହାଁନ୍ତି ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ୯ ତାରିଖ ରେ ଉଭୟ ଫ୍ୟାମିଲି କୋର୍ଟ ରେ ହାଜର ହୋଇଥିଲେ କିନ୍ତୁ କିଛି ସମାଧାନ ନହେବା ରୁ ପରବର୍ତ୍ତୀ ସମୟ କାଲି ଥିଲା କିନ୍ତୁ ଅନୁଭବ ହାଜର ହୋଇଥିବା ସମୟ ରେ ବର୍ଷା ଆସି ନାହାଁନ୍ତି ।


ସେଥିପାଇଁ ଉଭୟ ଙ୍କ ସମାଧାନ ପାଇଁ ଆଉ ଏକ ତାରିଖ ଘୋଷଣା କରିଛନ୍ତି ,ହଁ ବନ୍ଧୁ ଅଗଷ୍ଟ ୧୦ ତାରିଖ ଦିନ ଏହି ଦୁଇ ଲୋକ ପ୍ରିୟ ଯୋଡି ଙ୍କ ପରବର୍ତୀ ଶୁଣାଣି ହବ । ବନ୍ଧୁଗଣ ନେତା ସୁର ରାଉତ ଓ ସମସ୍ତ ଦର୍ଶକ ମାନେ ଚାହାଁନ୍ତି ଯେ ଏହି ଦୁଇ ଯୋଡି ଏକାଠି ହୋଇ ଯାଆନ୍ତୁ ଓ ପୁଣି ଠାରେ ଚଳଚିତ୍ର ରେ ଏକାଠି ନଜର ଆସନ୍ତୁ । ବନ୍ଧୁଗଣ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ଭିତରେ କଣ ହଉଛି ଏକାଠି ହଉଛନ୍ତି କି ଆଉ କଣ ହଉଛି।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *