Breaking News

ଭିଡିଓ ଦେଖନ୍ତୁ – ଜିନା ଓ ରୁଦ୍ର ଦେଲେ ଖୁସି ଖବର, ଦେଖନ୍ତୁ ତାଙ୍କ ଖୁସି ପଛର କାରଣ କଣ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ହିରୋ ଅଛନ୍ତି ଯେଉଁ ମାନେ କି ବହୁତ କମ ଦିନ ର ଅଭିନୟ ରେ ବେଶ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ତାହେଲେ ସେହିଭଳି ଅଭିନେତା ମଧ୍ୟ ରୁ ଜଣେ ହଉଛନ୍ତି ଅର୍ଦ୍ଧେନ୍ଦୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଅର୍ଦ୍ଧେନ୍ଦୁ ଙ୍କୁ । ସେ ବହୁତ କମ ଫିଲ୍ମ କରିଛନ୍ତି ଓ କମ ଦିନ ର ଅଭିନୟ ମଧ୍ୟ ରେ ସେ ବହୁତ ସାରା ଭଲପାଇବା ପାଇଛନ୍ତି ଲୋକ ମାନ ଙ୍କ ଠାରୁ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅର୍ଦ୍ଧେନ୍ଦୁ , ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ଏକ ମାତ୍ର ଝିଅ ପଲ୍ଲବୀ ଙ୍କୁ ବିବାହ କରିଥିଲେ , ଅର୍ଦ୍ଧେନ୍ଦୁ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବେଶ ଭାଇରାଲ ହବା ରେ ଲାଗିଛି ଯେ ପଲ୍ଲବୀ ଙ୍କ ଜନ୍ମଦିନ ଟି ଅର୍ଦ୍ଧେନ୍ଦୁ ବେଶ ଧୂମ ଧାମ ରେ କରିଥିଲେ ଓ ତାଙ୍କ ଜନ୍ମ ଦିନ ଅବସର ରେ ବହୁ କଳାକାର ମାନେ ଯୋଗ ଦବା ସହିତ ବହୁ ବଡ ବଡ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ ।


ଖାଲି ସେତିକି ନୁହେଁ ବନ୍ଧୁ ପଲ୍ଲବୀ ଙ୍କ ଜନ୍ମ ଦିନ ଅବସର ରେ ଜିନା ଓ ତାଙ୍କ ସ୍ବାମୀ ରୁଦ୍ର ମଧ୍ୟ ସେହିଠାରେ ଉପସ୍ଥିତ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଦୁଇ ଯୋଡି ଙ୍କୁ ଜାଣିଥିବେ , ଏହି ଦୁଇ ଯୋଡି ଏକ ରିଆଲିଟି ଶୋ ମଧ୍ୟମ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ତାହେଲେ ଏହି ଦୁଇ ଯୋଡି ପଲ୍ଲବୀ ଙ୍କ ଜନ୍ମ ଦିନ ରେ ଉପସ୍ଥିତ ରହି ବହୁସାରା ମଜାମସ୍ତି କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ହଁ ବନ୍ଧୁ ସେଠାରେ ଥିବା ସମସ୍ତ କଳାକାର ଓ ଅନନ୍ୟ ବ୍ୟକ୍ତି ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଅର୍ଦ୍ଧେନ୍ଦୁ ତାଙ୍କ ପତ୍ନୀ ପଲ୍ଲବୀ ଜନ୍ମ ଦିନ ଟି ଧୂମ ଧାମ ରେ ପାଳନ କରିବା ସହିତ ଘର ଟା ଯାକ ଖାଲି ଫୁଲ ରେ ସଜା ହୋଇଥିଲା ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *