Breaking News

ଦେଖନ୍ତୁ ଭିଡିଓ – ସୋସିଆଲ ମିଡିଆରେ ଏବେ ଏହି ମଉସାଙ୍କ ଗୀତ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତ୍ଯେକ ଦିନ ସୋସିଆଲ ମିଡ଼ିଆ ରୁ କିଛି ନା କିଛି ଭାଇରାଲ ଭିଡିଓ ହଉ ବା ଖବର ନିଶ୍ଚୟ ଦେଖୁଥିବେ ଓ ଶୁଣୁଥିବେ । ବନ୍ଧୁଗଣ ପ୍ରତିଦିନ ସୋସିଆଲ ମିଡ଼ିଆ ରେ ବହୁଗୁଡିଏ ଫଟୋ ହଉ ବା ଭିଡିଓ ପୋଷ୍ଟ ହୋଇଥାଏ କିନ୍ତୁ ସେହି ଫଟୋ ଓ ଭିଡିଓ ମଧ୍ୟ ରୁ ବହୁତ କମ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହୋଇଥାଏ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆ ରେ ପ୍ରାୟଅଧିକ ଭିଡିଓ ଭାଇରାଲ ହୋଇଥାଏ ଓ ଏହାର କାରଣ ହେଲା ଏହି ଭିଡିଓ ମାନ ଙ୍କ ମଧ୍ୟ ରେ ବହୁ ଗୁଡିଏ ଭିଡିଓ ରେ ଆଶ୍ଚର୍ଯ୍ୟ ଓ ଚକିତ କଳା ଭଳି ଜିନିଷ ଥାଏ ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାଆନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏକ ଭିଡିଓ ବିଷୟ ରେ କହିବାକୁ ଯାଉଛୁ ଯାହା କି ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି । ହଁ ବନ୍ଧୁ ଏହି ଭିଡିଓ ରେ କିଛି ଅଲଗା ଅଲଗା ପ୍ରକାର ଜିନିଷ ଦେଖିବାକୁ ମିଳିବ ।

ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି ଯେ ଜଣେ ବୁଢା ମଉସା ଯିଏ କି ଏକ ରୋମାଣ୍ଟିକ ଆଲବମ ଗୀତ ଗାଈ ,ନାଚୁଛନ୍ତି , ହଁ ବନ୍ଧୁ ସେହି ଗୀତ ଟି ହେଲା ଯେ “ଚାଲିଗଳ ତମେ ଚାଲିଗଳ ,ଚାଲିଗଲା ପରେ ମୋ ଘର ବାଟ ତମେ ଭୁଲି ଗଲ “ । ଏହି ଭଳି ରୋମାଂଟିକ ଗୀତ ଗାଈ ମଉଷା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ଅଛନ୍ତି । ସବୁଠୁ ବଡ କଥା ହେଲା ଯେ ମଉଷା ବୟସ୍କ ହୋଇଥିଲେ ମଧ୍ୟ ତାଙ୍କ ଯୁବପିଢି ଙ୍କୁ ସେ ତାଙ୍କ ଗୀତ ଶୁଣାଇ ସେମାନ ଙ୍କ ମନୋରଞ୍ଜନ କରାଇଛନ୍ତି ।


ହଁ ବନ୍ଧୁ ମଉଷା ତାଙ୍କ ଟ୍ୟାଲେଣ୍ଟ ଦେଖାଇ ବର୍ତ୍ତମାନ ସମୟ ରେ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି ଓ ମଉସା ଙ୍କ ଭିଡିଓ ଯିଏ ବି ଦେଖୁଛି ସିଏ ମଉସା ଙ୍କୁ ପ୍ରଶଂସା କରୁଛି । ତାହେଲେ ମଉଷା ଜଣକ ବୁଢା ହୋଇଥିଲେ ମଧ୍ୟ ତାଙ୍କ ରୋମାଣ୍ଟିକ ଫିଲିଙ୍ଗସ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ହୃଦୟ ରେ ଅଛି ।।

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *