Breaking News

ଭିଡିଓ ଦେଖନ୍ତୁ – କୋର୍ଟରୁ ବାହାରିବା ପରେ ମୁହଁ ଖୋଲିଲେନି ଅନୁଭବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଅନୁଭବ ଓ ବର୍ଷା ଙ୍କ ବିବାଦ କୁ ନେଇ ଆସିଛି ଆଉ ଏକ ବଡ ଖବର , ଅଭିନେତ୍ରୀ ବର୍ଷା ଓ ଅଭିନେତା ଅନୁଭବ ଙ୍କ ପାରିବାରିକ ବିବାଦ କୁ ନେଇ ଆଉ ଏକ ଖବର ମିଳିଛି ଯେ । କଟକ ଫ୍ୟାମିଲି କୋର୍ଟ ରେ ହାଜର ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଫ୍ୟାମିଲି କୋର୍ଟ ର ମଧ୍ୟସ୍ଥତା କେନ୍ଦ୍ର ରେ ଉପସ୍ଥିତ ହୋଇଛନ୍ତି ବର୍ଷା । ବନ୍ଧୁଗଣ ଗତ ଶୁକ୍ରବାର ଦିନ ଉଭୟ ଅନୁଭବ ଓ ବର୍ଷା ମଧ୍ୟସ୍ଥତା କେନ୍ଦ୍ର ରେ ହାଜର ହୋଇଥିଲେ । ତେବେ କୋର୍ଟ ତାଙ୍କୁ ପୁଣି ୧୪ ତାରିଖ ରେ ହାଜର ହବା କୁ କହିଥିଲେ , କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଅନୁଭବ ଓ ବର୍ଷା ଗତ କାଲି କୋର୍ଟ ରେ ହାଜର ହୋଇଥିଲେ ।

କଟକ ସ୍ଥିତ ଫ୍ୟାମିଲି କୋର୍ଟ ରେ ଉଭୟ ଙ୍କ ମଧ୍ୟ ରେ ସୃଷ୍ଟି ହୋଇଥିବା ବିବାଦ ର ବୁଝାମଣା ପାଇଁ ହାଜର ହୋଇଥିଲେ , ବିବାଦ କୁ ଏଡାଇ ଦେଇ ପୁଣି ଥରେ ସ୍ବାମୀ ସ୍ତ୍ରୀ ଭାବେ ନିଜ ପରିବାର କୁ ଆଗକୁ ନବା ପାଇଁ କନସିଲେସନ କମିଶନର ଙ୍କ ପକ୍ଷ ରୁ ଚେଷ୍ଟା କରା ଯାଇଥିଲା ହେଲେ କିଛି ଲଭ ହେଲା ନହିଁ ।

କାରଣ ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ରେ ମାମଲା ଅଭିଯୋଗ ହୋଇଥିଲା , ମାତ୍ର ଫ୍ୟାମିଲି କୋର୍ଟ ର କମିଶନ ବହୁ ବାର କୋର୍ଟ ରେ ହାଜର ହବା କୁ ନୋଟିସ ଦେଇଥିଲେ ମଧ୍ୟ ବର୍ଷା ଓ ଅନୁଭବ ହାଜର ହେଉନାହାଁନ୍ତି । ହଁ ବନ୍ଧୁ ଅନୁଭବ କୋର୍ଟ ରେ ହାଜର ହେଉଥିବା ସମୟ ରେ ବର୍ଷା ଅସୁନଥିଲେ ଓ ବର୍ଷା ଯେବେ କୋର୍ଟ ରେ ହାଜର ହେଉଥିଲେ ତ ଅନୁଭବ ହାଜର ହେଉନାହାଁନ୍ତି । ସେଥିପାଇଁ ଉଭୟ ଙ୍କ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରୁନାହିଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *