Breaking News

ଓଡିଆ ସିରିଏଲ ଅଭିନେତା ବିଶ୍ଵଭୂଷଣ ପଣ୍ଡା ଏହି ହିରୋଇନଙ୍କୁ ବିବାହ କରିଲେ

ଦର୍ଶକ ବନ୍ଧୁ ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି ଆମ ଓଡିଆ ଧାରାବାହିକ ର ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତା ବିଶ୍ବଭୂଷଣ ପଣ୍ଡା । ହଁ ବନ୍ଧୁ ସେ ବହୁ ଗୁଡିଏ ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇ ପାରିଛନ୍ତି । ସେ ରହିଛି ରହିବି ତୋରି ପାଇଁ ଓ ସୁଭଦ୍ରା ଧାରାବାହିକ ରେ ଶକୁନି ମାମୁ ରେ ଚରିତ୍ର ରେ ଭଳି ଅନେକ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।

ତାହେଲେ ଖୁବ ଶୀଘ୍ର ତାଙ୍କ ପ୍ରେମିକା ରୂପାଲୀ ମହାରଣା ଙ୍କୁ ବିବାହ କରିବାକୁ ଯାଉଛନ୍ତି ଓ ଏହି କଥା ଟି ବିଶ୍ବଭୂଷଣ ପଣ୍ଡା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଫଟୋ ସେୟାର କରିବା ସହ ସେ ଆଗକୁ ବିବାହ କରିବାକୁ ଯାଉଛନ୍ତି । ହଁ ବନ୍ଧୁ ଏହି ଫଟୋ ରେ ଦୁହେଁ ଦୁହିଁ ଙ୍କୁ ମୁଦି ପିନ୍ଧାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତାହେଲେ ଖୁବ ଶୀଘ୍ର ତାଙ୍କ ବିବାହ ହବା କୁ ଯାଊଛି । ବନ୍ଧୁଗଣ ରୂପାଲୀ ମଧ୍ୟ ଜଣେ ଭଲ ଅଭିନେତ୍ରୀ ।

ଏହି ଦୁଇ ଯୋଡି ଦୀର୍ଘଦିନ ହେଲା ପରସ୍ପର କୁ ଭଲ ପାଉଥିଲେ କିନ୍ତୁ ବର୍ତ୍ତମାନ ଏ ଭଲପାଇବା ର ଅନ୍ତ ଘଟିଛି କାରଣ ଏହି ଦୁଇ ଯୋଡି ଆଗାମୀ ଦିନ ମାନ ଙ୍କ ଭିତରେ ସାତ ଜନ୍ମ ର ସାଥି ହବା କୁ ଯାଉଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *