Breaking News

ଭିଡିଓ ଦେଖନ୍ତୁ – ମାଙ୍କ କୋଳରେ କୁନି ପିଲାଙ୍କ ପରି ଗେଲ୍ହା ହଉଛନ୍ତି ମାୟା ସିରିଏଲ ର ରୁଦ୍ରୀ (Jasmine Rath)

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ତରଙ୍ଗ ଟିଭି ର ଅଭିନେତ୍ରୀ ରୁଦ୍ରୀ ଙ୍କୁ , ଆପଣ ମାନେ ତାଙ୍କ ରିଲ ଲାଇଫ ବିଷୟ ରେ ଜାଣିଛନ୍ତି କିନ୍ତୁ ଆଜି ତାଙ୍କ ରିଅଲ ଲାଇଫ ବିଷୟ ରେ କିଛି ଅଜଣା କଥା ଜାଣିବା ।

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହଉଥିବା ଧାରାବାହିକ ମାୟା ରେ ରୁଦ୍ରୀ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି । ତାହେଲେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଲୋକ ପ୍ରିୟ ହବା ସହିତ ମାୟା ଧାରାବାହିକ ଟି ବେଶ ଲୋକ ପ୍ରିୟ ହାସଲ କରିପାରିଛି । ଏହି ମାୟା ଧାରାବାହିକ ଟି ମଧ୍ୟ ବହୁ ଗିଡିଏ ଆୱାର୍ଡ ପାଇଛି । ବନ୍ଧୁଗଣ ରୁଦ୍ରୀ ଙ୍କ ପ୍ରକୃତ ନାମ ରହିଛି ଜାସ୍ମିନ ରଥ ।

ବର୍ତ୍ତମାନ ସମୟ ରେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଛି , ତାହେଲେ ତାଙ୍କୁ ଯେବେ ୧୫ ବର୍ଷ ହୋଇଥିଲା ସେ ସରଗମ ଧାରାବାହିକ ରେ ଅଭିନୟ କରିଥିଲେ ଓ ସେହି ଧାରାବାହିକ ରେ ବେଶ ଲୋକ ପ୍ରିୟ ହାସଲ କରିଥିବାରୁ ତାଙ୍କୁ ମାୟା ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ ମିଳିଲା । ତାହେଲେ ବର୍ତ୍ତମାନ ସମୟ ରେ ରୁଦ୍ରୀ ଭୁବନେଶ୍ବର ରେ ରହୁଛନ୍ତି ଓ ତାଙ୍କ ପରିବାର ସେ ତାଙ୍କ ବାପା ବୋଉ ଓ ତାଙ୍କ ବଡ ଭାଇ ଅଛନ୍ତି । ତାହେଲେ ବନ୍ଧୁଗଣ ବହୁତ କମ ସମୟ ରୁ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *