Breaking News

ଭିଡିଓ ଦେଖନ୍ତୁ – ମା ହେବା ପୂର୍ବରୁ ନିଜ ବିବାହ ବାର୍ଷିକ କିପରି ପାଳିଲେ ସୁବାସିଷ ଓ ଆନିଶା (Subhasis o Aanisa)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଯୋଡି ଆନିଶା ଓ ଦେବାଶିଷ , ଆଗାମୀ ଦିନ ମାନ ଙ୍କ ଭିତରେ ବାପା,ମା ହବା କୁ ଯାଉଛନ୍ତି । କିନ୍ତୁ ଆଜି ଆମେ ଜାଣିବା ଆନିଶା ଓ ଦେବାଶିଷ ବର୍ତ୍ତମାନ ସମୟ ରେ କେମିତି ତାଙ୍କ ବିବାହ ବାର୍ଷିକ ଟି ପାଳନ କରିଛନ୍ତି ଜାଣିବା ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ପରସ୍ପର ଶୁଟିଙ୍ଗ ସମୟ ରୁ ଭଲପାଇ 2017 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲା । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଯୋଡି ହେଉଛନ୍ତି ଶୁଭାଶିଷ ଓ ଆନିଶା । ଏହି ଦୁଇ ଯୋଡି ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ଅଭିନୟ କରିଛନ୍ତି ।

ଆନିଶା ଶର୍ମା ଆଗାମୀ କିଛି ମାସ ଭିତରେ ମା ହବା କୁ ଯାଉଛନ୍ତି ଓ ବର୍ତ୍ତମାନ ସମୟ ରେ ଗର୍ଭବତୀ ଥିବାରୁ ସେ ଓଡିଆ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଅଛନ୍ତି । କିନ୍ତୁ ଶୁଭସିସ ଙ୍କୁ ଆପଣ ମାନେ ହେ ପ୍ରଭୁ ଧାରାବାହିକ ରେ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖୁଥିବେ ।


ତାହେଲେ ବନ୍ଧୁଗଣ ଆନିଶା ଶର୍ମା ଓ ଶୁଭାଶିଷ ଏହି ଦୁଇ ଯୋଡି ତାଙ୍କର ୪ର୍ଥ ବିବାହ ବାର୍ଷିକ ଟି ବେଶ ଧୂମ ଧାମ ରେ ପାଳନ କରିଛନ୍ତି ଓ ଏହି ପାଳନ କରୁଥିବାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଦର୍ଶକ ମାନ ଙ୍କ ପାଇଁ ଶେୟର କରିଛନ୍ତି ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *