Breaking News

ଭିଡିଓ ଦେଖନ୍ତୁ – ପ୍ରଥମ ଥର ଶିବାନୀ (Shivani) ନିଜ ବୟଫ୍ରେଣ୍ଡ ବିଷୟରେ ମୁହଁ ଖୋଲିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି କିଛି ରିଆଲିଟି ଶୋ ମଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରୀ ପାଦ ଦେଇଛନ୍ତି କିନ୍ତୁ ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇପାରିଛନ୍ତି ଓ ପରବର୍ତ୍ତୀ ସମୟ ରେ ଚଳଚିତ୍ର ରେ ଅଭିନୟ କରିଛନ୍ତି , ତାହେଲେ ଆଜି ସେହିଭଳି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ ବହୁ ଧାରାବାହିକ ରେ ଅଭିନୟ କରିବା ପରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଛନ୍ତି ।

ବନ୍ଧୁଗଣ ସେହିଭଳି ଜଣେ ଅଭିନେତ୍ରୀ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତ୍ରୀ ଶିବାନୀ , ଯିଏ କି ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଶିଶୁ କଳାକାର ଭାବେ ବେଶ ପରିଚିତ । ହଁ ବନ୍ଧୁ ଆପଣ ମାନେ ଶିବାନୀ ଙ୍କୁ ନିଶ୍ଚୟ ଜାଣିଥିବେ କାରଣ ସେ ଛୋଟ ବେଳୁ ତାଙ୍କ ଅଭିନୟ କରୁଛନ୍ତି , ସେ ତାଙ୍କ ଛୋଟ ବେଳୁ ବହୁ ଧାରାବାହିକ ଓ ଚଳଚିତ୍ର ରେ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇପାରିଛନ୍ତି ।

କିନ୍ତୁ ବର୍ତ୍ତମାନ ସମୟ ରେ ଶିବାନୀ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ନମ୍ବର 1 ହିରୋଇନ , ସେ ବହୁଗୁଡିଏ ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ସେ ଅରିନ୍ଦମ,ବାବୁସାନ ,ଅନୁଭବ ଓ ସ୍ଵରାଜ ଭଳି ସୁପର ଷ୍ଟାର ଅଭିନେତା ଙ୍କ ସହ ଫିଲ୍ମ କରିଛନ୍ତି । ଶିବାନୀଙ୍କ ସମତ ଫିଲ୍ମ ମଧ୍ୟ ସୁପର ହିଟ ହୋଇଛି ।

ତାହେଲେ ବନ୍ଧୁଗଣ ଏହି ରଥଯାତ୍ରା ଦିନ ଶିବାନୀ ଙ୍କ ଜନ୍ମ ଦିନ ହୋଇଥିଲା ଓ ତାଙ୍କ ପ୍ରଶଂସକ ମାନେ ତାଙ୍କ ଜନ୍ମ ଦିନ ରେ ଅନେକ ଅନେକ ଜନ୍ମ ଦିନ ଶୁଭେଚ୍ଛା ଶୁଭ କାମନା ଜଣାଇଥିଲେ ଓ ସେଥିପାଇଁ ଶିବାନୀ ସୋସିଆଲ ମିଡ଼ିଆ ରେ ଲାଇଭ ଆସି ତାଙ୍କ ପ୍ରଶଂସକ ମାନ ଙ୍କୁ ବହୁତ ବହୁତ ଧନ୍ଯ ବାଦ ଦବା ସହିତ ତାଙ୍କ ସହ ଲାଇଭ ରେ କିଛି ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.