Breaking News

ଆସନ୍ତା ୧୫ ରେ ଓଡିଶା ବନ୍ଦ ହେବ, ଦେଖନ୍ତୁ କଣ ଖୋଲା ରହିବ କଣ ବନ୍ଦ ରହିବ

ଦର୍ଶକ ବନ୍ଧୁ ଆସନ୍ତା ୧୫ ତାରିଖ ରେ ଓଡ଼ିଶା ବନ୍ଦ ଡକରା ,ଜାଣନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ । ବନ୍ଧୁଗଣ ଲକଡାଉନ ହବା ଯୋଗୁ ଅନେକ ଲୋକ ଜୀବିକା ହରାଇଛନ୍ତି ଓ ଘରେ ମଧ୍ୟ ବସିଛନ୍ତି । ହଁ ବନ୍ଧୁ ସମସ୍ତ ଙ୍କ ସୁରକ୍ଷା ପାଇଁ ସରକାର ଏହି ଭଳି ପଦକ୍ଷେପ ନେଉଛନ୍ତି ।

ବନ୍ଧୁଗଣ ରାଜ୍ୟ ରେ ଟୀକା କରଣ ବେଶ ଜୋରସୋର ରେ ଚାଲୁଥିବା ସମୟ ରେ ଏହି କୋଭିଡ ନିୟମ କିଛି ଟା ସ୍ଥାନ ରେ ସେହିଭଳି କଡାକଡି ଭାବେ ରହିଛି , ସେଥିପାଇଁ ବହୁତ ଲୋକ ଆର୍ଥିକ ସମସ୍ଯା ର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଯେଉଁଭଳି ଭାବେ ପେଟ୍ରୋଲ ସହିତ ସମସ୍ତ ଖାଇବା ତେଲ ଯେଉଁଭଳି ଭାବେ ବଢୁଛି ତାହା କହି ହେବ ନହିଁ , ତାହେଲେ ଏହି ତେଲ ର ଦର ଦିନ କୁ ଦିନ ବୃଦ୍ଧି ପାଉଛି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ଆସନ୍ତା ଜୁଲାଇ ୧୫ ତାରିଖ ରେ ଓଡ଼ିଶା ବନ୍ଦ ରହିବ । ଏହି ବନ୍ଦ ଡାକରା କୁ ବାମଦଳ ନେଉଛନ୍ତି ଓ ସେମାନ ଙ୍କୁ ସାହାର୍ଯ୍ୟ କରିବ କଂଗ୍ରେସ ଦଳ । ଏହା ସକାଳ ୬ ରୁ ୧୨ ଟା ପର୍ଯ୍ୟନ୍ତ ରହିବ । ବନ୍ଧୁଗଣ ଆମେ ଆପଣ ଙ୍କୁ ପୁଣି ଥରେ କହି ରଖୁଛୁ ଯେ ଏହି ବନ୍ଦ ଡାକରା ବାମଦଳ କରିଛନ୍ତି ଓ ସେମାନ ଙ୍କୁ କଂଗ୍ରେସ ସାହାର୍ଯ୍ୟ କରିବ , ଓ ବନ୍ଦ ଡାକରା ମୂଳ କାରଣ ହେଲା ଯେ ଯେଉଁଭଳି ଭାବେ ପେଟ୍ରୋଲ ,ଡିଜେଲ ଭଳି ଖାଇବା ତେଲ ର ବୃଦ୍ଧି ପାଉଥିବାରୁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନବୀନ ସରକାର ମହିଳା ସ୍ଵୟଂ ସାହାୟକ ଗୋଷ୍ଠୀ ମାନଙ୍କୁ ଦେଲେ ବଡ ଉପହାର, ଯଦି ଆପଣ ମିଶନ ଶକ୍ତି ରେ ସଦସ୍ୟ ଅଛନ୍ତି ଏହି ସୁବିଧା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଏସଏଚଜି ଗ୍ରୁପ ଏକ ବଡ ଖବର, ବନ୍ଧୁ ପୂର୍ବ ରୁ …

Leave a Reply

Your email address will not be published. Required fields are marked *