Breaking News

ମାଡି ଆସୁଛି ଆହୁରି ୨ଟି ଘୂର୍ଣ୍ଣୀବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବ, ଜାରି ହେଲା ହାଇ ଆଲର୍ଟ

ଦର୍ଶକ ବନ୍ଧୁ ଆରମ୍ଭ ହୋଇଗଲା ଲଘୁଚାପ ବର୍ଷା , ଆଜିଠୁ ୪ ଦିନ ଯାଏ ଅଧିକ ଜିଲ୍ଲା ରେ ବର୍ଷା ହବା ର ଅଧିକ ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷ ରୁ ସତର୍କ ସୂଚନା ଜାରି କରାଯାଇଛି । ହଁ ବନ୍ଧୁ ଆଜି ଠୁ ୪ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବ । କେତେକ ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମଧରଣ ବର୍ଷା ହୋଇପରେ ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ବନ୍ଧୁଗଣ ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶା ର ବର୍ଷା ର ପ୍ରଭାବ ରହିବ ,ଉଅକୁଳ ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମଧରଣ ର ବର୍ଷା ହବ ଓ ଦକ୍ଷିଣ ଓଡ଼ିଶା ର ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି । ଗଞ୍ଜାମ,ଗଜପତି। କେନ୍ଦୁଝର,ମାୟୁରଭଞ୍ଜ,ଢେଙ୍କାନାଳ,ରାୟଗଡା , କନ୍ଧମାଳ,କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗୁଡିକୁ ହଳଦିଆ ଚେତାବନୀ ଜାରି ହୋଇଛି ।

ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ଗଜପତି ଓ ଗଞ୍ଜାମ ରେ ବର୍ଷା ର ପରିମାଣ ଏହି ଜିଲ୍ଲା ଗୁଡିକ ରେ ଅଧିକ ରହିବ । ଠିକ ସେହିଭଳି ଭୁବନେଶ୍ବର ରେ ପାଗ ଅନ୍ଧାର କରିବା ସହିତ କିଛି କିଛି ସ୍ଥାନ ରେ ହାଲକା ବର୍ଷା ହୋଇପରେ । ପୁରୀ,ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ରେ ସ୍ଵପଲ ରୁ ମଧ୍ୟମଧରଣ ର ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କି ଯୁଗ ହେଲାରେ ନାରଣ! ପୋଲିସକୁ ପି-ଟି ଆ-ସା-ମୀ ଫେରାର, ଭିଡିଓ ଦେଖିଲେ ମୁଣ୍ଡରେ ହାତ ଦେଇଦେବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପୋଲିସ ତଦନ୍ତ କରିବାକୁ ଯାଇ ଚୋର ଠୁ ମା-ଡ଼ …

Leave a Reply

Your email address will not be published. Required fields are marked *