Breaking News

ମୋଦୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ଦେଖନ୍ତୁ କିଏ ସବୁଠାରୁ ଧନୀ ମନ୍ତ୍ରୀ ଓ କିଏ ସବୁଠାରୁ ଗରିବ ମନ୍ତ୍ରୀ

ଦର୍ଶକ ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି । ରାଷ୍ଟ୍ରପତି ରାମ ନାଥ ଗୋବିନ୍ଦ ୪୩ ଜଣ ନୂଆ ମନ୍ତ୍ରୀ ଙ୍କୁ ଶପଥ କରାଇଛନ୍ତି । ଏହି ମନ୍ତ୍ରୀପଦ ରେ ୩୬ ନୂଆ ଚେହେରା ଦେଖିବାକୁ ମିଳିଛି ଓ ଏମାନ ଙ୍କ ମଧ୍ୟ ରେ ୧୫ କ୍ୟାବିନେଟ ମନ୍ତ୍ରୀ ଓ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବର୍ତ୍ତମାନ ମୋଦୀ ତାଙ୍କର ମନ୍ତ୍ରୀ ସଂଖ୍ୟା ବଢାଇ ୭୮ ରେ ପହଞ୍ଚାଇଛନ୍ତି ।

ଏହି ନୂଆ ମନ୍ତ୍ରୀ ଙ୍କ ଭିତରେ ବହୁ ଧନୀ ମନ୍ତ୍ରୀ ଓ ଗରିବ ମନ୍ତ୍ରୀ ଅଛନ୍ତି । ତାହେଲେ ମନ୍ତ୍ରୀ ଙ୍କ ପାଖ ରେ ୪ ଜଣ ମନ୍ତ୍ରୀ ଅଛନ୍ତି ଯାହାଙ୍କ ସମ୍ପତ୍ୟୟ ୫୦ କୋଟି ଟଙ୍କା ଉପରେ ରହିଛି ଓ ଏହି ନୂଆ ମନ୍ତ୍ରୀ ଏମିତି ମନ୍ତ୍ରୀ ଅଛନ୍ତି ଯାହା ଙ୍କ ସମ୍ପତ୍ତି ୧ କୋଟି ଟଙ୍କା ରୁ ବହୁ କମ । ତାହେଲେ ବନ୍ଧୁଗଣ ଆସନ୍ତୁ ଏହି ଧନୀ ଓ ଗରିବ ମନ୍ତ୍ରୀ ଙ୍କ ବିଷୟ ରେ ଜାଣିବା ,

ବନ୍ଧୁଗଣ ସବୁଠି ଧନୀ ମନ୍ତ୍ରୀ ହେଉଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ , ତାଙ୍କ ପାଖ ରେ ୩୭୯ କୋଟି ଟଙ୍କା ର ସମ୍ପତ୍ୟୟ ଅଛି । ଉତ୍ତରିଧିକାର ଭାବେ ତାଙ୍କୁ ଏହି ଟଙ୍କା ମିଳିଛି । କଂଗ୍ରେସ ଥିବା ସମୟ ରେ ମଧ୍ୟ ସେ ସବୁଠାରୁ ଧନୀ ମନ୍ତ୍ରୀ ଥିଲେ । ତାପରେ ଆସୁଛନ୍ତି ନାରାୟଣ ରାଣେ ତାଙ୍କ ସମ୍ପତ୍ତି ହଉଛି ୮୭ କୋଟି , ତାହେଲେ ରାଣେ ମହାରାଷ୍ଟ୍ର ର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ , ତାହେଲେ ତାଙ୍କୁ ମିଳିଛି ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦାୟିତ୍ବ ।

ପିୟୁଷ ଗୋଏଲ , ତାଙ୍କ ପାଖ ରେ ୯୫ କୋଟି ଟଙ୍କା ର ସମ୍ପତ୍ତି ରହିଛି,ପିୟୁଷ ପାଖ ରେ ବାଣିଜ୍ୟ ଓ ଶିଳ୍ପ , ଖାଉଟି ବେପାର,ଖାଦ୍ଯ ଓ ସାଧାରଣ ବଣ୍ଟନ ଓ ବୟନ ମନ୍ତ୍ରଣାଳୟ ରହିଛି । ତାହେଲେ ସବୁଠୁ ଗରିବ ମନ୍ତ୍ରୀ ହେଲେ ତ୍ରିପୁରା ର ପ୍ରତିମା ଭୌମିକ , ତସଂକ୍ଷର ମୋଟ ସମ୍ପତ୍ତି କହିଲେ ୧୦ ଲକ୍ଷ ଟଙ୍କା , ୫୨ ବର୍ଷୀୟା ପ୍ରତିମା ଭୌମିକ କୃଷକ ରୁ ମନ୍ତ୍ରୀ ହୋଇଛନ୍ତି । ସେ ବାୟୋ ସାଇନ୍ସ ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ତାଙ୍କୁ ବର୍ତ୍ତମାନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ର ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି ।।

About admin

Check Also

ହୀରାକୁଦରୁ ଧରା ହେଲା ୧୦୦୦ କେଜିର ବିରାଟକାୟ ମାଛ, ଏମିତି ବିରଳ ମାଛ କେବେ ଦେଖି ନଥିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ହୀରାକୁଦ ଜଳଭଣ୍ଡାର ରେ ଏକ ବିରାଟ କାୟ ମାଛ ଦେଖିବାକୁ ମିଳିଛି , କିଛି ମତ୍ସଜୀବୀ ମାନେ …

Leave a Reply

Your email address will not be published. Required fields are marked *