Breaking News

ଦେଖନ୍ତୁ ଭିଡିଓ – ଅସୀମାଙ୍କ ଦୁର୍ଘଟଣା ହୋଇଥିବା କଥାକୁ ନେଇ ଶେଷରେ ନିଜେ ଅସୀମା (Aseema Panda) ମୁହଁ ଖୋଲିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ବେଶ ଲୋକ ପ୍ରିୟ ହୋଇପାରିଛି । ତାହେଲେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ ସବୁଦିନ କିଛି ନା କିଛି ଭିଡିଓ ହଉ ବା ଖବର ବେଶ ଭାଇରାଲ ହୋଇଥାଏ କିନ୍ତୁ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଏହି ଭିଡିଓ ହଉ ବା ଖବର ମଧ୍ୟ ରୁ ବହୁତ କମ ଭିଡିଓ ଓ ଖବର ମିଛ ହୋଇଥାଏ ।

ତାହେଲେ ବନ୍ଧୁଗଣ ସେହିଭଳି ଏକ ମିଛ ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି । ଏହି ମିଛ ଖବର ଟି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଙ୍କୁ ନେଇ ଗତକାଲି ସକାଳୁ ଏକ ଖବର ଭାଇରାଲ ହବା ରେ ଲାଗିଥିଲା ଯେ ଅସୀମା ପଣ୍ଡା ଙ୍କ କାର ଦୁର୍ଘଟଣା ରେ କ୍ଷତିଗ୍ରସ୍ଥ ହୋଇ ଗୁରୁତର ଅବସ୍ଥା ରେ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି ବୋଲି । କିନ୍ତୁ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏହି କଥା ଟି ମିଛ ଅଟେ ।


ଅବଶ୍ୟ ଏହା ସତ ଯେ ତାଙ୍କ ଗାଡି ଦୁର୍ଘଟଣା ର ସାମ୍ନା ହୋଇଛି କିନ୍ତୁ ସେ ହୋଇନାହାଁନ୍ତି କାରଣ ସେହି ଗାଡି ରେ ସେ ନଥିଲେ ତାଙ୍କ ଭାଇ ଥିଲେ , ହଁ ବନ୍ଧୁ ଏହି କଥା ଟି ଅସୀମ ପଣ୍ଡା ନିଜେ ଲାଇଭ ଆସି କହିଥିଲେ ଯେ ମୋର କିଛି ବି ହୋଇନାହିଁ କାରଣ ମୋ ଗାଡି ମୋ ଭାଇ ଅଫିସ କୁ ନେଇଯାଇଥିଲା ଓ ଅଫିସ ଆସିବା ସମୟ ରେ ଏକ ଟ୍ରକ ରେ ବଡ ବାଡ଼େଇ ହୋଇଯାଇଛି ଓ ଯାହାଫଳ ରେ ଗାଡି ର କିଛି ନଷ୍ଟ ହୋଇଯାଇଥିବା ସମୟ ରେ ତାଙ୍କ ଭାଇ ର ହାତ ଟି ଭାଙ୍ଗି ଯାଇଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *