Breaking News

ଆସୁଛି ୨ଟି ବଡ ଲଘୁଚାପ ପାଣିପାଗ ବିଭାଗ କରିଲା ସତର୍କ, ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବ ଖବର ଯେ 11 ରେ ଆସୁଛି ଆଉ ଏକ ଲଘୁଚାପ , ଆସନ୍ତା 24 ଘଣ୍ଟା ମଧ୍ୟ ରେ 12 ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି ଓ ଏହି ସବୁ ଜଳ ଗୁଡିଉ ହଳଦିଆ ଚେତାବନୀ ଦେଲା ପାଣିପାଗ ବିଭାଗ । ବନ୍ଧୁଗଣ ଆସନ୍ତା 11 ତାରିଖ ବଳ କୁ ପଶ୍ଚିମ କେନ୍ଦ୍ରୀୟ ତଥା ସଲଗ୍ନ ଉତ୍ତର ପଶ୍ଚିମ , ଏବଂ ଉତ୍ତର ଆନ୍ଦର ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳ ରେ ଲଘୁଚାପ ସୃଷ୍ଟି ହବା ର ସମ୍ଭାବନା ରହିଛି ।

ଏହି ଲଘୁଚାପ ଫଳ ରେ ଆସନ୍ତା 24 ଘଣ୍ଟା ମଧ୍ୟ ରେ 12 ଜିଲ୍ଲା ରେ ପ୍ରବଳ ବର୍ଷା ହବା ର ସମ୍ବବନା ରହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷ ରୁ ସୂଚନା ଦିଆ ଯାଇଛି ଯେ 9 ତାରିଖ ଠୁ ସକଳ 10 ତାରିଖ ପର୍ଯ୍ୟନ୍ତ 12 ଜିଲ୍ଲା ରେ ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ,ଝାରସୁଗଡା, ସମ୍ବଲପୁର,ଦେବଗଡ,ଅନୁଗୁଳ,କେନ୍ଦୁଝର,ମାୟୁରଭଞ୍ଜ ,ବାଲେଶ୍ବର,ନୂଆପଡ଼ା,ବରଗଡ଼,ସୁବର୍ଣପୂର ଓ ବଲାଙ୍ଗୀର ଆଦି ଜିଲ୍ଲା ରେ ପ୍ରବଳ ବର୍ଷା ହବାର ସମ୍ଭାବନା ଥିବାରୁ ଉକ୍ତ ଜିଲ୍ଲା ଗୁଡିକୁ ହଳଦିଆ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।


ବାଲେଶ୍ବର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,କଟକ,ଜଗତସିଂପୁର,ପୁରୀ,,ଖୋର୍ଦ୍ଧା,ନୟାଗଡ,ଗଞ୍ଜାମ,ଗଜପତି, କେନ୍ଦୁଝର , ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ,ରାୟଗଡା, ସୁନ୍ଦରଗଡ ଝରସୁଗଡା, ସମ୍ବଲପୁର, ଦେବଗଡ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ,ମାଲକାନଗିରି ଭଳି ଜିଲ୍ଲା ରେ କାଳ ବୈଶାଖୀ ହବା ର ସମ୍ଭାବନା ରହିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କି ଯୁଗ ହେଲାରେ ନାରଣ! ପୋଲିସକୁ ପି-ଟି ଆ-ସା-ମୀ ଫେରାର, ଭିଡିଓ ଦେଖିଲେ ମୁଣ୍ଡରେ ହାତ ଦେଇଦେବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପୋଲିସ ତଦନ୍ତ କରିବାକୁ ଯାଇ ଚୋର ଠୁ ମା-ଡ଼ …

Leave a Reply

Your email address will not be published. Required fields are marked *