Breaking News

ଫୁଣି ଆଜି ଶକ୍ତି ମିଶ୍ରଙ୍କୁ (shakti Mishra) ନେଇ ଆସିଲା ବଡ ଦୁଃ-ଖ ଖବର

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ବଡ ଖବର ଆମ ଓଡିଆ ଇଣ୍ଡଷ୍ଟ୍ରୀ ରୁ ଆସିଛି ଯେ ଆପଣ ଙ୍କ ପ୍ରିୟ ଗୀତିକାର ଶକ୍ତି ମିଶ୍ର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ଆସୁନି ତାହା ଅଧିକ ରୁ ଅଧିକ ବିଗିଡିବାରେ ଲାଗିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଶକ୍ତି ମିଶ୍ର ଙ୍କ ଦେହ କିଛି ଦିନ ପୂର୍ବେ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା , ଗତ ସପ୍ତାହ ରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ।

ତାହେଲେ ବନ୍ଧୁଗଣ ଗତ ୭ ଦିନ ତଳେ ସେ ଲିଭର ରେ ସମସ୍ଯା ହେବା ରୁ ସେ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତି ହୋଇଥିଲେ । ହଁ ବନ୍ଧୁ ତାଙ୍କ ଦେହ ବହୁତ ଗୁରୁତର ହବରୁ ତାଙ୍କୁ ଆଇଶିୟୁ ରେ ଭର୍ତ୍ତି କରାଯାଇଥିଲା । ତାହେଲେ ବର୍ତ୍ତମାନ ସମୟ ରେ ସୂଚନା ମିଳିଛି ଯେ ସେ ଆହୁରି ଗୁରୁତର ହବା ରେ ଲାଗିଛନ୍ତି ।


ଯେମିତି ତାଙ୍କର ଆଲବମ ଗୀତ ମୋର ଭୂଗୋଳ ରେ ଭଲ ହଉଥିଲା ,ହାଏ ହାଏ ତୋ ମଲି ଫୁଲ ଗଜରା,ବୟସ ରାଜ ପଥ ରେ ,ତୋର ଲମ୍ବା ବେଣୀ ଓ ମେଘ ରେ ମେଘ ଭଳି ବହୁତ ଗୁଡିଏ ସୁପର ହିଟ ଫିଲ୍ମ ରେ ଗୀତ ଗାଇଛନ୍ତି । ତାହେଲେ ବନ୍ଧୁଗଣ ଏତେବଡ କଣ୍ଠଶିଳ୍ପୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ବେଶ ଗୁରୁତର ଅଛି । ତାହେଲେ ଆପଣ ଭଗବାନ ନିକଟ ରେ ପ୍ରାର୍ଥନା କରନ୍ତୁ ଯେ ଶକ୍ତି ମିଶ୍ର ଶୀଘ୍ର ସୁସ୍ଥ ହୋଇ ପୁଣି ଆମ ଓଡିଆ ଇଣ୍ଡଷ୍ଟ୍ରୀ କୁ ଫେରି ଆସନ୍ତୁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.