Breaking News

ଅନୁଭବ ବର୍ଷା ବିବାଦ ଧୀରେ ଧୀରେ ବଢିବାରେ ଲାଗିଛି, ଅନୁଭବ ବର୍ଷାଙ୍କ ବିରୋଧରେ ଥାନାରେ ଅ-ଭି-ଯୋ-ଗ କରିଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ସବୁଠୁ ବଡ ଖବର ହେଲା ଯେ ଆପଣ ଙ୍କ ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଥାନା ଗଲେ । ହଁ ବନ୍ଧୁ ସେ କଣ ପାଇଁ ଥାନା ଯାଇଛନ୍ତି ଆସନ୍ତୁ ଜାଣିବା , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ଷା ଓ ଅନୁଭବ ଙ୍କ ବିବାଦ ଯୋଗୁ ପରସ୍ପର ଅଲଗା ହୋଇଯାଇଛନ୍ତି ଓ ତାଙ୍କ ଏହି ଏହି ବିବାଦ କୋର୍ଟ ରେ ବର୍ତ୍ତମାନ ସମୟ ରେ ସମାଧାନ ଚାଲିଛି । ବର୍ତ୍ତମାନ ଯାହା ବଡ ଖବର ଆସିଛି ଯେ ଥାନା ଗଲେ ଅନୁଭବ ମହାନ୍ତି ।

ବନ୍ଧୁଗଣ ଯାହା ସୂଚନା ମିଳିଛି ପୁରିଘାଟ ଥାନା ରେ ପହଁଚିଛନ୍ତି ସାଂସଦ ବା ସୁପର ଷ୍ଟାର ଅନୁଭବ ମହାନ୍ତି , ସେ ଥାନା କୁ ଯିବା ର କାରଣ ହେଉଛି ଯେ କିଛି ଦିନ ହେଲା ତାଙ୍କ ଘର କୁ ବହୁ ଅଜଣା ବ୍ୟକ୍ତି ଆସୁଛନ୍ତି , ଏହି ଲୋକ ମାନ ଙ୍କୁ ସନ୍ଦେହ କରି ଅନୁଭବ ଥାନା ରେ ଅଭିଯୋଗ କରିବା ସହିତ ଏହି ଅଜଣା ଲୋକ କଣପାଇଁ ଆସୁଛନ୍ତି ଏହାର ତଦନ୍ତ କରାଯାଉ ।


ପୋଲିସ ମଧ୍ୟ ତାର ତଦନ୍ତ ଆରମ୍ଭ ହୋଇଯାଇଛି , ଓ ଅଜଣା ବ୍ୟକ୍ତି କିଏ ଓ ସେ କାହିଁକି ଅନୁଭବ ଙ୍କ ଘର କୁ ଆସିବା ର କଣ ରହିଛି ରହସ୍ୟ ତାହା ଖୁବ ଶୀଘ୍ର ଜଣା ପଡିଯିବ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *