Breaking News

ଖୁସି ଖବର ଦେଲେ ଆନିଶା ଓ ଶୁଭାଷିଶ (Aanisha Subhashis) ବିବାହର ୪ ବର୍ଷ ପରେ ବାପା ମା ହେବାକୁ ଯାଉଛନ୍ତି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ଶୁଭାଶିଷ ତାଙ୍କ ପ୍ରଶଂସକ ମାନ ଙ୍କୁ ଏକ ଖୁସି ଖବର ଜଣାଇଛନ୍ତି ଯେ ସେ ଖୁବ ଶୀଘ୍ର ବାପା ହବା କୁ ଯାଉଛନ୍ତି ବୋଲି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଯୋଡି ଆନିଶା ଓ ଶୁଭାଶିଷ ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଆପଣ ମାନେ ଜାଣିଥିବେ ବହୁ ଗୁଡିଏ ଆଲବମ,ଧାରାବାହିକ,ଚଳଚିତ୍ର ରେ ଶୁଭାଶିଷ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ ଠିକ ସେହିପରି ଆନିଶା ଙ୍କୁ ମଧ୍ୟ ଆପଣ ମାନେ ବହୁ ଧାରାବାହିକ ଓ ଚଳଚିତ୍ର ରେ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ତାହେଲେ ବନ୍ଧୁଗଣ ଏହି ଲୋକ ପ୍ରିୟ ଯୋଡି ଶୁଟିଙ୍ଗ ସେଟ ରୁ ଭଲପାଇ 2017 ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବାହାଘର ର 4 ବର୍ଷ ପରେ ମାନେ ବର୍ତ୍ତମାନ ସମୟ ରେ ମା ହବା କୁ ଯାଉଛନ୍ତି ଅନିଶା ଶର୍ମା , ସେଥିପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରୀ ରୁ ଟିକେ ଦୂରେଇ ଯାଇଛନ୍ତି । ଘରେ ରହି ରେସ୍ଟ ନେଉଛନ୍ତି ନିଜର ଯତ୍ନ ନବା ସହିତ ନିଜ ପିଲା ର ମଧ୍ୟ ବହୁତ ଭଲ ଭାବ ରେ ଯତ୍ନ ନଉଛନ୍ତି ।


ବନ୍ଧୁଗଣ ଆନିଶା ମା ହବା କୁ ନେଇ ପୂର୍ବ ରୁ ବହୁଗୁଡିଏ ଫଟୋ ଶେୟର କରିଥିଲେ ଓ ବର୍ତ୍ତମାନ ସମୟ ରେ କିଛି ଫଟୋ ସେୟାର କରିଛନ୍ତି ଓ ଉଭୟ ବାପା ମା ହବା କୁ ନେଇ ବେଶ ଖୁସି ଅଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.