Breaking News

ସୁର ରାଉତ ରାୟ ଅନୁଭବ ବର୍ଷାଙ୍କୁ ଏକାଠି କରାଇବେ କି ? କଣ କହିଲେ ସୁର ରାଉତ ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଅନୁଭବ ଓ ବର୍ଷା ଏକାଠି ରହିବା କୁ ନେଇ ଲୋକ ପ୍ରିୟ ନେତା ସୁର ରାଉତ କିଛି କହିଛନ୍ତି । ସୁର ଭାଇ କଣ କହିଛନ୍ତି ଆସନ୍ତୁ ଜାଣିବା । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅନୁଭବ ଓ ବର୍ଷା ଙ୍କ ମଧ୍ୟ କିଛି ପାରିବାରିକ ବିବାଦ ଯୋଗୁ ପରସ୍ପର ଅଲଗା ହୋଇଯାଇଛନ୍ତି । ଏହି ବିବାଦ ର ସମାଧାନ ପାଇଁ ଉଭୟ କୋର୍ଟ ଦ୍ଵାରସ୍ଥ ହୋଇଥିଲେ । ତାହେଲେ ତାଙ୍କର ଏହି ବିବାଦ ବର୍ତ୍ତମାନ ସମୟ ରେ ଛାଡପତ୍ର ମାମଲା ଯାଏ ଗଲାଣି ।

ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ଙ୍କ ଠାରୁ ଲଗା ହବା ପାଇଁ ଅନୁଭବ ଦିଲ୍ଲୀ ପାର୍ଟିଆଲ କୋର୍ଟ ରେ ଆବେଦନ କରିଥିଲେ । କିନ୍ତୁ ବର୍ଷା ଏପଟେ ନିଜର ଭରଣ ପୋଷଣ ପାଇଁ କଟକ ଏସେଡିଜିଏମ କୋର୍ଟ ରେ ଆବେଦନ କରିଥିଲେ , ତାହେଲେ ଏହି ଦୁଇ ଙ୍କୁ ନେଇ କଂଗ୍ରେସ ବିଧାୟକ ସୁର ରାଉତ କହିଛନ୍ତି ଦୁହେଁ ଏକାଠି ହୋଇଯିବା ଉଚିତ , ଦୁହେଁ ଗୋଟେ ଅଭିଜାତ୍ୟ ପରିବାର ରେ ଜନ୍ମ ଗ୍ରହଣ କରିଛନ୍ତି ଓ ଦୁଇ ଜଣ ମଧ୍ୟ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଯୋଡି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୁର ରାଉତ ମଜାଳିଆ ଢଙ୍ଗ ପିଅନ ବେଶ ପରିଚିତ , ତାହେଲେ ସେମାନ ଙ୍କୁ ମଜାଳିଆ ଢଙ୍ଗ ରେ କହିଛନ୍ତି ଯେ ଦୁହିଁକ ମଝିରେ ସେମିତି କିଛି ହୋଇନି ଯେ ଅଲଗା ହେଇଯିବା ପାଇଁ , ଦୁହେଁ ବର୍ତ୍ତମାନ ଚାହିଁଲେ ଏକାଠି ହୋଇପାରିବେ ଓ ତମେ ଦୁହେଁ ଦେଖିବା ପାଇଁ ବହୁତ ସୁନ୍ଦର । ସୁର ରାଉତ ଆଗରୁ ମଧ୍ୟ ଏହି ଦୁଇ ଯୋଡି ଙ୍କ ପାଇଁ ପ୍ରତିକ୍ରିୟା ରଖିଛନ୍ତି ।

ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଅନୁଭବ ଓ ବର୍ଷା ଙ୍କ ସମ୍ପର୍କ ଭଲ ଥିବା ସମୟ ରେ ଅନୁଭବ ବର୍ଷା ଙ୍କୁ କହିଥିଲେ ଅନ୍ୟ ହିରୋ ମାନ ଙ୍କ ସହିତ ଫିଲ୍ମ ନ କରିବା ପାଇଁ । ତାହେଲେ ଅନୁଭବ ଙ୍କ ସହ ବର୍ଷା ଫିଲ୍ମ କରନ୍ତି କିନ୍ତୁ ବର୍ଷା ଙ୍କୁ ତାଙ୍କ ପାରିଶ୍ରମିକ ମୂଲ୍ୟ ଦିଆଯାଏ ନହିଁ ବୋଲି ଅଭିଯୋଗ କରିଥିଲେ । ବନ୍ଧୁଗଣ କିନ୍ତୁ ବର୍ତ୍ତମାନ ସବୁଠୁ ବଡ ଖବର ହେଲା ଯେ ବର୍ଷା ଓ ଅନୁଭବ ଙ୍କ ଛାଡପତ୍ର ମାମଲା କୁ ନେଇ ବେଶ ଚର୍ଚ୍ଚା ଚାଲିଛି , ତାହେଲେ ଆସନ୍ତା କିଛି ଦିନ ମଧ୍ୟ ରେ ଜଣା ପଡିଯିବ ଏହି ଦୁଇ ଯୋଡି ଙ୍କ ମଧ୍ୟ ରେ କଣ ଘଟିବାକୁ ଯାଉଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *