Breaking News

ଦେଖନ୍ତୁ shocking ଭିଡିଓ – ରଖେ ହରେ ତ ମାରେ କିଏ, ଟ୍ରକ ଧ-କା ହେଲା ହେଲେ ବୃଦ୍ଧଙ୍କର କିଛି ହେଲା ନାହିଁ

ଦର୍ଶକ ବନ୍ଧୁ ଆମ ଓଡିଆ ରେ ଏକ ଢଙ୍ଗ ଅଛି ଯେ ରଖେ ହରି ମରିବ କିଏ । ହଁ ବନ୍ଧୁ ଆମ ଜୀବନ ରେ ଆସୁଥିବା ବଡ ବଡ ବିପଦ କୁ ଭଗବାନ ଚାହିଁଲେ ସେ ସବୁ ବିପଦ ରୁ ଆପଣ ମାନ ଙ୍କୁ ରକ୍ଷା କରି ଥାଆନ୍ତି , ଆପଣ ଖାଲି ଭଗବାନ ଙ୍କ ଉପରେ ବିଶ୍ଵାସ ରଖି ନିଜ ଟି୩ କେ ସାବଧାନ ଓ ସଚେତନ ହୋଇଯାଆନ୍ତୁ । ତାହେଲେ ସେହିଭଳି ଏକ ଭିଡିଓ ଆମେ କହିବାକୁ ଯାଉଛୁ ।

ହଁ ବନ୍ଧୁ ଦକ୍ଷିଣ ଭାରତ ରେ ଜଣେ ବୃଦ୍ଧ ଙ୍କ ଉପରେ ଗୋଟେ ଟ୍ରକ ଚାଲିଯିବା ସତ୍ତ୍ବେ ମଧ୍ୟ ସେହି ବୃଦ୍ଧ ଲୋକ ଙ୍କୁ ସାମାନ୍ଯ ଆହତ ଲାଗି ନଥିଲା ଓ ସେଠାର ଥିବା ଲୋକ ମାନେ ଏହି ଭିଡିଓ ଟି କୁ ଦେଖି ସ୍ତବ୍ଧ ହୋଇ ଯାଇଥିଲେ ଓ ମୃ-ତ୍ୟୁ ମୁଖ ରୁ ବାହାରିଥିଲା ଯେ ରଖେ ହରି ମାରେ କିଏ , ହଁ ବନ୍ଧୁ ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ।

ତାହେଲେ ବନ୍ଧୁଗଣ ସୂଚନା ଅନୁଯାୟୀ ଘଟଣା ଟି ଘଟିଛି ତାମିଲନାଡୁ ରାଜ୍ୟ ରେ , ହଁ ବନ୍ଧୁ ଏହି ବୃଦ୍ଧହ ଜଣକ ଏକ ବସ ସତାଙ୍କ ନିକଟ କୁ ଯାଉଥିବା ସମୟ ରେ ତାଙ୍କ ପଛ ପଟୁ ଏକ ଟ୍ରକ ଦ୍ରୁତ ଗତି ରେ ଆସି ତାଙ୍କୁ ଦଖା ଦେଇ ମଡେଇ ଚାଲି ଯାଇଥିଲା । ଘଟଣା ସ୍ଥଳେ ଥିବା ଲୋକ ମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ସଙ୍ଗେ ସଙ୍ଗେ ବୃଦ୍ଧା ଙ୍କ ନିକଟ କୁ ଦୌଡି ଯାଇଥିଲେ , ହେଲେ ଭଗବାନ ଙ୍କ କୃପା ରୁ ତାଙ୍କ ଶରୀର ରେ ଏକ ଆହତ ମଧ୍ୟ ହୋଇ ନଥିଲା , ସଙ୍ଗେ ସଙ୍ଗେ ନିଜେ ଉଠି ଚଳିବାକୁ ଲାଗିଥିଲେ ।

ତାହେଲେ ବନ୍ଧୁଗଣ ଏହି ଘଟଣା ଘଟିବା ର ପ୍ରାୟ ୬ ମାସ ରୁ ଅଧିକ ହୋଇ ଗଲାଣି କିନ୍ତୁ ବର୍ତ୍ତମାନ ସମୟ ରେ ଏହା ମଧ୍ୟ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ।  ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ଭକ୍ତକୁ ବଞ୍ଚାଇବା ପାଇଁ ନିଜେ ଭଗବାନ ଆସିଲେ, ତାପରେ ଯାହା ହେଲା ସମସ୍ତେ ଚକିତ

ଦର୍ଶକ ବନ୍ଧୁ ଆପଣ କଣ ଭଗବାନ ଶ୍ରୀ ବଜରଙ୍ଗୀ ବଲି ଙ୍କ ଭକ୍ତ ଅଟନ୍ତି କି , ଯଦି ଆପଣ …

Leave a Reply

Your email address will not be published. Required fields are marked *