Breaking News

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ଭକ୍ତକୁ ବଞ୍ଚାଇବା ପାଇଁ ନିଜେ ଭଗବାନ ଆସିଲେ, ତାପରେ ଯାହା ହେଲା ସମସ୍ତେ ଚକିତ

ଦର୍ଶକ ବନ୍ଧୁ ଆପଣ କଣ ଭଗବାନ ଶ୍ରୀ ବଜରଙ୍ଗୀ ବଲି ଙ୍କ ଭକ୍ତ ଅଟନ୍ତି କି , ଯଦି ଆପଣ ଭକ୍ତ ଅଟନ୍ତି ତାହେଲେ ଶ୍ରଦ୍ଧା ରେ , ମନ ପବିତ୍ର କରି ସ୍ମରଣ କରନ୍ତୁ ଦେଖିବେ ଆପଣ ଙ୍କୁ ସବୁ ବିପଦ ଦୂର ହୋଇଯିବେ । ଆମ ଦୁନିଆ ରେ ଏମିତି ବହୁତ ଭକ୍ତ ଅଛନ୍ତି ଯେଉଁ ମାନ ଙ୍କ ଜୀବନ ରେ ବିପଦ ଆସିଥାଏ କିନ୍ତୁ ତାଙ୍କୁ ଜଣା ପଡେନାହିଁ କାରଣ ତାଙ୍କର ବଡ ବିପଦ ଟି ଏକ ସାମାନ୍ଯ ଆହତ ଭାବେ ତାଙ୍କ ଜୀବନ ରେ ଘଟିଥାଏ କିନ୍ତୁ ଆହୁରି ଅନେକ ଭକ୍ତ ଅଛନ୍ତି ଯେଉଁମାନେ କି ବିପଦ ସାମ୍ନା ରେ ଥାଇ ମଧ୍ୟ ତାଙ୍କର କିଛି ହୋଇ ନଥାଏ । ହଁ ବନ୍ଧୁ ଭଗବାନ ଙ୍କ କୃପା ଥିଲେ ଆପଣ ଙ୍କ ଉପରେ ତାହେଲେ ଆପଣ ଙ୍କ ର କିଛି ହବ ନହିଁ ।

ତାହେଲେ ଆଜି ଆମେ ସେହିଭଳି ଏକ ଘଟଣା ବିଷୟ ରେ ଜାଣିବା ଯାହା ପୁର ସତ୍ୟ ଅଟେ ଓ ଏହି ଘଟଣା ଟି କୁ ସେହି ଭକ୍ତ ଜଣକ କହିଛନ୍ତି ଯାହାଙ୍କ ଜୀବନ ରେ ଏହିଭଳି ଘଟିଥିଲା ଓ ତାଙ୍କୁ ରକ୍ଷା କରିବା ପାଇଁ ସ୍ବୟଂ ଭଗବାନ ବଜରଙ୍ଗୀ ବଲି ଆସିଥିଲେ । ତାହେଲେ ଆସନ୍ତୁ ଜାଣିବା ଏହି ଘଟଣା ଟି କେଉଁଠାରେ ଘଟିଥିଲା ।


ତାହେଲେ ବନ୍ଧୁଗଣ ଜଣେ ବ୍ୟକ୍ତି ଯିଏ କି ପ୍ରଭୁ ଶ୍ରୀ ବଜରଙ୍ଗୀ ବଳି ଙ୍କ ଜଣେ ବଡ ଭକ୍ତ ଅଟନ୍ତି ଓ ଏହି ଭକ୍ତ ଜଣକ ହଉଛନ୍ତି ମଧ୍ୟପ୍ରଦେଶ ରେ ଇନ୍ଦୋର ସହର ରେ ରହିଥିବା ହିମାଂଶୁ ନାମକ ଜଣେ ବ୍ୟକ୍ତି । ସେ ଗଣ ମାଧ୍ୟମ ନିକଟ ରେ ତାଙ୍କ ସେହି ବିପଦ ସମୟ ର ଛାତିଥରା ବିଷୟ ରେ କହିଥିଲେ ଓ ଏହି ଭକ୍ତ ଜଣକ ତାଙ୍କ ମୃତ୍ଯୁ କୁ ପୁରା ପାଖ ରେ ଦେଖିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଘର ଠାରୁ ଅଳ୍ପ ଦୂର ରେ ଥିବା ହନୁମାନ ମନ୍ଦିର କୁ ନିଜ ପରିବାର ସହିତ ପ୍ରଭୁ ଶ୍ରୀ ବଜରଙ୍ଗୀ ବଳି ଙ୍କୁ ଦର୍ଶନ କରିବା ପାଇଁ କାର ରେ ଯାଉଥିଲେ ।

ବନ୍ଧୁଗଣ ସେହି ରାସ୍ତା ରେ ଯିବା ସମୟ ରେ ତାଙ୍କ କାର ଟି ଏକ ରେଲୱେ ଟ୍ରେନ ଟ୍ରାକ ଫସିଗଲା , ହଁ ବନ୍ଧୁ ରେଲୱେ ଟ୍ରକ ରେ ନାଥିଲା ଗେଟ ନା ଥିଲେ ଗାର୍ଡ ସେଥିପାଇଁ ଟ୍ରାକ ରେ କାର ଫସି ରହିଲା । ହଁ ବନ୍ଧୁ ଏହି ଭକ୍ତ ହିମାଂଶୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଗାଡି ଆଗକୁ ନେଇ ପାରିଲେ ନହିଁ , ବନ୍ଧୁଗଣ ଏହି ଟ୍ରାକ ଦେଇ ଏକ ଟ୍ରେନ ଦ୍ରୁତ ଗତି ରେ ଆସୁଛି ଓ ଏହି ଟ୍ରେନ କୁ ଦେଖି ହିମାଂଶୁ ଭାବିଥିଲେ ଯେ ସେମାନ ଙ୍କ ମୃତ୍ଯୁ ନିଶ୍ଚିତ କିନ୍ତୁ ବନ୍ଧୁଗଣ ତା ପରେ ଯାହା ହେଲା ଆପଣ ଜାଣିଲେ ଆପଣ ଙ୍କ ମୁଣ୍ଡ କାମ କରିବନି ।

ହଠାତ ଟ୍ରେନ ଟି କାର ଠାରୁ ୩୦ ମିଟର ଦୂର ରେ ଟ୍ରେନ ଟି ରହିଗଲା , ହଠାତ ଟ୍ରେନ ଟି ରହିଯିବାର ଦେଖି ଡ୍ରାଇଭର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା କାରଣ ସେ ବ୍ରେକ ମାରିନାହିଁ କିନ୍ତୁ ଟ୍ରେନ ଟି ରହିଲା କେମିତି , ତା ପରେ ଏହି ଡ୍ରାଇଭର ଜଣକ ବାହାର କୁ ଆସି ଦେଖିଲା ବେଳ କୁ ଏହି କାଟ ଟି ଟ୍ରାକ ରେ ଫସି ରହିଛି । ତାହେଲେ ପରବର୍ତ୍ତୀ ସମୟ ରେ କାର ଟି ଉଦ୍ଧାର କରା ଗଲା ଓ ସେମାନେ ଭଗବାନ ଶ୍ରୀ ବଜରଙ୍ଗ ବଳି ଙ୍କ ଦର୍ଶନ କରିବା ପାଇଁ ଯାଇଥିଲେ । ହଁ ବନ୍ଧୁ ଏହା କଣ ଅଜବ ନୁହେଁ କି ବିନା ବ୍ରେକ ରେ ଟ୍ରେନ ଅଟକିଲା ଭଗବାନ ଙ୍କ କୃପାରୁ ।।

About admin

Check Also

ରାତି ଅଧରେ ଭିଣୋଇ ଶାଳିକୁ ନେଇ ଫେ-ରା-ର ହେଇଯାଉଥିଲେ, ହଠାତ ଧରା ପଡିଗଲେ, ତାପରେ ଯାହା ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏହି ଆଧୁନିକ ଯୁଗ ର ମଣିଷ ମାନେ ସମସ୍ତେ …

Leave a Reply

Your email address will not be published. Required fields are marked *