Breaking News

ଭିଡିଓ ଦେଖନ୍ତୁ – ଲକଡାଉନରେ ମାଇଁ ସହ ଭଣଜାର ପ୍ରେମ ହୋଇଗଲା, ମାଇଁ ମଥାରେ ସିନ୍ଦୂର ଦେଲା ଭଣଜା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଶୁଣିଥିବେ ଯେ ପ୍ରେମ ଅନ୍ଧ ଅଟେ ବୋଲି କାରଣ ପ୍ରେମ ପଡିଥିବା ବ୍ୟକ୍ତି ସମ୍ପର୍କ ବା ସମାଜ କୁ ଧ୍ୟାନ ଦେଇ ନଥାଏ । ହଁ ବନ୍ଧୁ ଏହିଭଳି ପ୍ରେମ ସମ୍ପର୍କ ବର୍ତ୍ତମାନ ସମୟ ରେ ବେଶ ଭାଇରାଲ ହବା ରେ ଲାଗିଛି , ଆପଣ ମାନେ ଗରୁ ଅନେକ ପ୍ରେମ ସମ୍ପର୍କ କୁ ନେଇ ବହୁତ ଗୁଡିଏ ଖବର ବା ଭିଡିଓ ଶୁଣିଥିବେ କିନ୍ତୁ ବର୍ତ୍ତମାନ ଆମେ ଯେଉ ପ୍ରେମ ସମ୍ପର୍କ ବିଷୟ ରେ କହିବାକୁ ଯାଉଛୁ ତାହା ସବୁଠାରୁ ଭିନ୍ନ ଅଟେ ।

ହଁ ବନ୍ଧୁ ଏହି ପ୍ରେମ ସମ୍ପର୍କ ହଉଛି ଭଣଜା ମାଇଁ ଙ୍କ ପ୍ରେମ ସମ୍ପର୍କ , ଏହି ଘଟଣା ଟି ଘଟିଛି ବିହାର ଜାମୁଇ ଜିଲ୍ଲା ରେ । ଯେଉଁଠାରେ ଜଣେ ବିବାହିତ ମହିଳା ନିଜ ଭଣଜା କୁ ପ୍ରେମ କରି ବିବାହ କରିଛନ୍ତି । ହଁ ବନ୍ଧୁ ବିବାହ କରୁଥିବାର ଭିଡିଓ ବର୍ତ୍ତମାନ ସମୟ ରେ ବେଶ ଭାଇରାଲ ହବା ରେ ଲାଗିଛି , ଖାଲି ସେତିକି ନୁହେଁ ଭଣଜା ମାଇଁ ଙ୍କ ମଥା ରେ ସିନ୍ଦୁର ପିନ୍ଧାଇ ଦେଉଛନ୍ତି ଓ ମାଇଁ ଭଣଜା ର ପାଦ ଛୁଇଁ ମୁଣ୍ଡିଆ ମରୁଛି ।

ଯାହା ସୂଚନା ମିଳିଛି ଯେ ଜାମୁଇ ଜିଲ୍ଲା ର ରତନପୁର ବାସିନ୍ଦା ୨୨ ବର୍ଷୀୟ ଚନ୍ଦନ କୁମାର ମୁମ୍ବାଇ ରେ ଅଟୋ ଚଳାନ୍ତି ଏବଂ ତାଙ୍କୁ ମାମୁ ସେଠାରେ ମଧ୍ୟ ମୁମ୍ବାଇ ରେ କାମ କରିଥାଆନ୍ତି । ତାହେଲେ ମୁମ୍ବାଇ ରେ ଲକ ଡାଉନ ହବା ରୁ ମାମୁ ,ଭଣଜା ଘରୁ କୁ ଫେରିଥିଲେ । କିନ୍ତୁ ଭଣଜା ତାଙ୍କ ଘରୁ ଆସି ମାମୁ ଙ୍କ ଘରେ ରହିଥିଲେ , ଏହାରି ଭିତରେ ଭଣଜା ଓ ମାଇଁ ପରସ୍ପର କୁ ଭଲ ପାଇ ବସିଥିଲେ ।


ତାହେଲେ ବନ୍ଧୁଗଣ ମାମୁଁ ଙ୍କ କୌଣଶୀ କାମ ଥିବାରୁ ସେ ୧୦ ଦିନ ତଳେ ମୁମ୍ବାଇ ଚାଲିଯାଇଥିଲେ , ସେ ଯେବେ ମୁମ୍ବାଇ ରୁ ଘର କୁ ଫେରିବା ପରେ ଉଭୟ ମାଇଁ ,ଭଣଜା ଫେରାର ହୋଇ ଯାଇଛନ୍ତି । ମାଇଁ,ଭଣଜା ଉଭୟ ମୁମ୍ବାଇ ଯାଇ ବିବାହ କରୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ । ବର୍ତ୍ତମାନ ସମୟ ରେ ମାମୁଁ ସବୁକିଛି ଜାଣିବା ପରେ ଉଭୟ ଙ୍କ ନାମ ରେ ପୋଲିସ ଥାନା ରେ ଅଭିଯୋଗ କରିଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.