Breaking News

ଓଡ଼ିଆ ଆଲବମ ହିରୋଇନ ଜୋତି ମିଶ୍ରଙ୍କ (Jyoti Mishra) Family ଓ Biography, ଏବେ କଣ କରୁଛନ୍ତି ଜ୍ୟୋତି ମିଶ୍ର

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଯେଉଁ ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ତଥାପି ସେ ବର୍ତ୍ତମାନ ଲୋକ ପ୍ରିୟ ହୋଇ ରହିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଜ୍ୟୋତି ମିଶ୍ର , ଆପଣ ମାନେ ଜ୍ୟୋତି ମିଶ୍ର ବହୁସାରା ଫିଲ୍ମ ଓ ଆଲବମ ରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ତାଙ୍କ ଜବରଦସ୍ତ ଅଭିନୟ ସମସ୍ତ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା । ତାହେଲେ ବର୍ତ୍ତମାନ ସମୟ ରେ ତାଙ୍କର ଅଭିନୟ ଆଉ ଦେଖିବାକୁ ମିଳୁନି କିନ୍ତୁ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ବହୁତ ଇଛୁକ ଅଛନ୍ତି ।

ଆଜି ଆମେ ଜାଣିବା ଜ୍ୟୋତି ମିଶ୍ର ଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ବିଷୟ ରେ ଯାହା ଆପଣ ମାନେ ଆଗରୁ କେବେ ଶୁଣି ନଥିବେ କି ଜାଣି ନଥିବେ । ତାହେଲେ ଆସନ୍ତୁ ଜାଣିବା ,ବନ୍ଧୁଗଣ ଜ୍ୟୋତି ମିଶ୍ର ଙ୍କ ଜନ୍ମ ୨୨ ଫେବୃୟାରୀ ୧୯୭୮ ମସିହା ରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୪୩ ବର୍ଷ ବୟସ । ସେ ବର୍ତ୍ତମାନ ଭୁବନେଶ୍ବର ରେ ରହୁଛନ୍ତି ଓ ବିବାହ ପରେ ସବୁଦିନ ପାଇଁ ସେ ଓଡିଆ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ ।

ତାହେଲେ ତାଙ୍କ ପରିବାର କହିଲେ ନିଜ ପୁଅ ଓ ସ୍ବାମୀ । ବନ୍ଧୁଗଣ ଜ୍ୟୋତି ମିଶ୍ର ୧୯୯୮ ମସିହା ରେ ସୌଭାଗ୍ୟ ଚଳଚିତ୍ର ରେ ପ୍ରଥମେ ଅଭିନୟ କରିଥିଲେ । ସେ ଅଭିନୟ କରିବା ଭିତରେ ବହୁତ ଗୁଡିଏଏ ସୁପର ହିଟ ଫିଲ୍ମ ଆମ କୁ ଦେଇଛନ୍ତି ଯେମିତିକି ତୋ ଆଖି ମୋ ଅଇନା,ତୁ ଏକା ଆମ ସାହା ଭରସା,ସିନ୍ଦୁର ନୁହେଁ ଖେଳ ଘର ,ମନ ରହିଗଲା ତୁମରି ଠାରେ । ୨୦୦୭ ମସିହା ରେ ଜୟ ଜଗନ୍ନାଥ ଙ୍କ ଧାରାବାହିକ ରେ ଅଭିନୟ କରି ବେଶ ଲୋକ ପ୍ରିୟତା ହାସଲ କରି ପାରିଥିଲେ । ସେ ପ୍ରାୟ ୧୫ ଟା ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି । ବାହାଘର ପରେ ନିଜର ପରିବାର ସମ୍ଭାଳିବାରୁ ସେ ଫିଲ୍ମ ଜଗତ ରୁ ଦୂରେଇ ଯାଇଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *