Breaking News

ଭିଡିଓ ଦେଖନ୍ତୁ – ଫୁଣି ଭାଇରାଲ ହେଲେ ଏହି ଦୁଇ ଭଉଣୀ, ଭିଡିଓ ଦେଖିଲେ ଆପଣ ସାବାସି ନଦେଇ ରହି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ବିଷୟ ରେ ଜାଣିବା ଯେଉଁ ବିଷୟ ଟି ଆପଣ ମାନେ ଅବଗତ ହବା ପରେ ନିଶ୍ଚୟ ମନେ ପକାଇବେ ଓ ଦୁଃଖ ଅନୁଭବ କରିବେ । ହଁ ବନ୍ଧୁ ଆମେ ଆପଣ ଙ୍କ ମନ କୁ ଦୁଃଖ କରାଇବା ପାଇଁ ଏହି ବିଷୟ ଟି କହୁନୁ ବରଂ ଅତୀତ ରେ ଘଟି ଯାଇଥିବା କଥା ମନେ ପକେଇବା ପାଇଁ । ପ୍ରାୟ ଅଧିକାଂଶ ଲୋକ ନିଜ ଛୋଟ ପିଲା ଦିନ କଥା ମାନେ ପକାଇ ବେଶ ଖୁସି ହୋଇଥାଆନ୍ତି , ଯେମିତି କି ସାଙ୍ଗ ଷଠି ଏକାଠି ହୋଇ ଚକ ବଡି ଓ ଚୋର ପୋଲିସ ଖେଳ ଖେଳିବା ଏମିତି ବହୁତ ଜିନିଷ ଓ ଖେଳ ଥିଲା ଯାହାକି ବର୍ତ୍ତମାନ ସମୟ ରେ ଆଉ ଦେଖିବାକୁ ମିଳୁନି ସତେ ଯେମିତି ଏହି ଖେଳ ଗୁରା ବିଲୁପ୍ତ ହୋଇଯାଇଛି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଦୁଇ ନାବାଳିକା ଛାତ୍ରୀ ଏକ ଗୀତ ଗାଈଛନ୍ତି ଯେଉଁ ଗୀତ କୁ ଯିଏ ବି କେହି ଶୁଣିଲେ ନିଶ୍ଚୟ ତାର ପୁରୁଣା ଦିନ ଛୋଟ ବେଳ କାହାଣୀ ନିଶ୍ଚୟ ମନେ ପଡିବ । ହଁ ବନ୍ଧୁ ଏହି ଗୀତ ଟି ପଛ ରେ ଏକ ରହସ୍ୟ ରହିଛି କାରଣ ଯେଉଁ ପିଲା ତାର ଶ୍ରେଣୀ ରେ ପଛ କରେ ବସିଥାଏ ଓ ତାକୁ ଭଲ ଭାବେ ଓଡିଆ ବହି ମଧ୍ୟ ପଢିପାରି ନଥାଏ କିନ୍ତୁ ସେ ଏହି ଗୀତ ଶୁଣିବା ପରେ ତାର ଏହି ଗୀତ ଟି ମନେ ରହିଯାଏ ଓ ଏହି ଗୀତ ଟି ହେଲା “ତୁମ ପରି ଛୋଟ ପିଲା ଟିଏ “।

ବନ୍ଧୁଗଣ ଏହି ଗୀତ ଟି କୁ ଦୁଇ ନାବାଳିକା ଛାତ୍ର ଗୀତ ଗାଈ ଆମ ଛୋଟ ପିଲା ଦିନ ର କଥା କୁ ମନେ ପକାଇଛନ୍ତି । ତାହେଲେ ବନ୍ଧୁଗଣ ଏହି ଦୁଇ ଛାତ୍ର ହଉଛନ୍ତି -ରାଧା ମୋହନ ଜୀଉ ନୋଡାଳ ଉଚ୍ଚ ବିଦ୍ୟାଳୟ ର ପ୍ରୀତି ସୁଲଗ୍ନା ଓ ସୃତି ସୁଲଗ୍ନା । ନିଜ ସୁ ମଧୁର କୁନି କୁନି କଣ୍ଠ ରେ ଏହି ଗୀତ ଟି କୁ ଗାଈ ବେଶ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଏହି ଗୀତ ଟି ମଧ୍ୟ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.