Breaking News

ଭିଡିଓ ଦେଖନ୍ତୁ – Ollywood ଅଭିନେତ୍ରୀ ଆନିଶା ଶର୍ମା (Aanisha Sharma) ଦେଲେ ବହୁତ ବଡ ଖୁସି ଖବର

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆନିଶା ମିଶ୍ର ଙ୍କୁ ଜାଣିଥିବେ ତାହେଲେ ବର୍ତ୍ତମାନ ସମୟ ରେ ନିଜର ପ୍ରଶଂସକ ମାନ ଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଆସନ୍ତୁ ଜାଣିବା ଏହି ଖୁସି ଖବର ଟି କଣ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ସେ ୨୦୧୬ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେ ବିବାହ କରିଥିଲେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତା ଶୁଭାଶିଷ ଶର୍ମା ଙ୍କୁ, ଆପଣ ମାନେ ଶୁଭାଶିଷ ଙ୍କୁ ନିଶ୍ଚୟ ଦେଖୁଥିବେ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେ ପ୍ରଭୁ ଧାରାବାହିକ ରେ ପ୍ରଭୁ ଚରିତ୍ର ରେ ଅଭିନୟ କରୁଥିବା ର । ହଁ ବନ୍ଧୁ ଅନିଶା ଫ୍ୟାସନ ଡିଜାଇନର କରିଛନ୍ତି ଓ ହୋଟେଲ ମ୍ୟାନେଜମେଂଟ ରେ ପାଠ ପଢିଛନ୍ତି ।

ତାହେଲେ ଦର୍ଶକ ବନ୍ଧୁ ସେ ପ୍ରଥମ ଉତ୍ତରଦାୟୀ ଧାରାବାହିକ ରେ ଅଭିନୟ କରିଥିଲେ ଓ ତା ପରେ ସେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇ ପାରିଥିଲେ । ଦର୍ଶକ ବନ୍ଧୁ ସବୁଠୁ ବଡ କଥା ହେଲା ଯେ ଅନିଶା ଶର୍ମା ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ବରିଷ୍ଠ ଅଭିନେତ୍ରୀ ଉଷସୀ ମିଶ୍ର ଙ୍କ ସହାୟତା ରେ ସେ ଅଭିନୟ ଆରମ୍ଭ କରିଥିଲେ ।

ତାହେଲେ ବର୍ତ୍ତମାନ ସମୟ ରେ ଆନିଶା ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନି କାରଣ ବର୍ତ୍ତମାନ ସମୟ ରେ ସେ ଗର୍ଭବତୀ ଅଛନ୍ତି ଓ କହୁ ଶୀଘ୍ର ମା ହବା କୁ ଯାଉଛନ୍ତି ଓ ଏହି କଥା ଟି କୁ ସେ ନିଜ ପ୍ରଶଂସକ ମାନ ଙ୍କୁ ଜଣାଇବା ସହିତ ଗର୍ଭବତୀ ଥିବାର କିଛି ଭିଡିଓ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *