Breaking News

ଭିଡିଓ ଦେଖନ୍ତୁ – ଜାଙ୍କଲିନ୍ (Janklin Parida) ଭଣଜା କଣ କହୁଛି ମାଇଁ କୁ, ଦେଖିଲେ ହସି ହସି ଗଡି ଯିବେ

ଦର୍ଶକ ବନ୍ଧୁ ଜାଙ୍କଳିନୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସେ ତାଙ୍କ କ୍ୟାରିଆର ରଜ କୁଇନି ରୁ ଆରମ୍ଭ କରିଥିଲେ । ଏହା ପରେ ସେ ବହୁ ଗୁଡିଏ ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇ ପାରିଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ସେ ବିବାହ ପରେ ତାଙ୍କ ଶାଶୁ ଘରେ ବେଶ ଖୁସି ରେ ଅଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ପ୍ରାୟ ଅଧିକ ସମୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହିଥାନ୍ତି ଓ ସବୁ ଦିନ କିଛି ନା କିଛି ଭିଡିଓ ବା ପୋଷ୍ଟ କରିଥାଆନ୍ତି ସୋସିଆଲ ମିଡ଼ିଆ ରେ । ତାହେଲେ ଆଜି ଆମେ ସେହିଭଳି ଏକ ଭିଡିଓ ବିଷୟ ରେ ଜାଣିବା ଯେଉଁ ଭିଡିଓ ରେ ଜାଙ୍କଳିନୀ ଓ ତାଙ୍କ ଭଣଜା ନଜର ଆସିଛନ୍ତି , ତାଙ୍କର ଭଣଜା ଜାଙ୍କଳିନୀ ଙ୍କୁ ମାଇଁ ଇ ଲଭ ୟୁ କହିଛି ।

 

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜାଙ୍କଳିନୀ ଯେଉଁ ବ୍ୟକ୍ତି ଙ୍କୁ ବିବାହ କରିଛନ୍ତି ସେ ବ୍ୟକ୍ତି ଜଣକ ଆମ ଓଡିଆ ଧାରାବାହିକ ର ଆଗ ଧାଡ଼ି ର ଅଭିନେତା ଓ ସେ ହଉଛନ୍ତି ଲୋକ ପ୍ରିୟ ଅଭିନେତା ଅରବିନ୍ଦ । ଏହି ଲୋକ ପ୍ରିୟ ଯୋଡି ପ୍ରେମ ବିବାହ କରିଛନ୍ତି ମେ 21 ତାରିଖ ଦିନ ନିଜ ନିଜ ପରିବାର ଲୋକ ଙ୍କ ଉପସ୍ଥିତି ରେ ବିବାହ କରିଥିଲେ ଓ ବର୍ତ୍ତମାନ ଜାଙ୍କଳିନୀ ତାଙ୍କ ଶାଶୁ ଘରେ ବେଶ ଖୁସି ରେ ଅଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଜାଙ୍କଳିନୀ ଓ ତାଙ୍କ ଭଣଜା ଙ୍କ ଭିଡିଓ , ହଁ ବନ୍ଧୁ ଏହି ଭିଡିଓ ରେ ଜାଙ୍କଳିନୀ ଙ୍କ ଭଣଜା ଜାଙ୍କଳିନୀ ଙ୍କୁ ଆଇ ଲଭ ୟୁ ମାଇଁ କହୁଛି ସତ କିନ୍ତୁ ମାଇଁ କିଏ ସେ ଜାଣିନି କାରଣ ଜାଙ୍କଳିନୀଙ୍କ ଭଣଜା ଛୋଟ ପିଲା ଅଟେ । ଜାଙ୍କଳିନୀ ଓ ତାଙ୍କ ଭଣଜା ଙ୍କ ସହ ବହୁ ସାରା ମଜା ମସ୍ତି କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *