Breaking News

Ollywood ହିରୋ ଅରିନ୍ଦମଙ୍କ (Arindam Roy) ପୁରା ପରିବାର ଆଗରୁ କେବେ ଦେଖିନଥିବେ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତା ଅରିନ୍ଦମ ରାୟ ଙ୍କୁ , ତାହେଲେ ବନ୍ଧୁଗଣ ଆଜି ଆମେ ଅରିନ୍ଦମ ଙ୍କ ର କିଛି ଅଜଣା କଥା ବିଷୟ ରେ ଜାଣିବା ଯେମିତି କି ତାଙ୍କ ପରିବାର , ତାଙ୍କ ଶିକ୍ଷାଗତ ଯୋଗ୍ୟତା ,ତାଙ୍କ ପ୍ରଥମ ଫିଲ୍ମ ଭଳି ସମସ୍ତ ଖବର ବିଷୟ ରେ ଜାଣିବା ସେଥିପାଇଁ ଆମର ପେଜ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ଭାବେ ବେଶ ପରିଚିତ ଅରିନ୍ଦମ ରାୟ , ଆପଣ ମାନେ ତାଙ୍କର ଅନେକ ଚଳଚିତ୍ର ରେ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ଅରିନ୍ଦମ ପ୍ରାୟ ୩୦ ରୁ ଅଧିକ ଚଳଚିତ୍ର ରେ ଅଭିନୟ କରିଛନ୍ତି ଓ ତାଙ୍କର ପ୍ରଥମ ଫିଲ୍ମ ଟି ହଉଛି ପ୍ରେମ ଋତୁ ଆସିଲା ରେ ଓ ଏହା ୨୦୦୬ ମସିହା ର ଫିଲ୍ମ । ଏହି ଫିଲ୍ମ ରେ ପ୍ରଥମ ଥର ପାଇଁ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ତାହେଲେ ସେ ୧୯୮୪ ମସିହା ରେ ଜନ୍ମ ହୋଇଥିଲେ , ବର୍ତ୍ତମାନ ସମୟ ରେ ତାଙ୍କ ବୟସ ହଉଛି ୩୮ ବର୍ଷ । ତାହେଲେ ସେ ୨୦୧୬ ରେ ଅନୁପମା ଦାସ ଙ୍କୁ ବିବାହ କରିଥିଲେ । ତାହେଲେ ଏହି ଦୁଇ ଙ୍କ କିଛି ଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ।

ଅରିନ୍ଦମ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ଖ୍ରୀଷ୍ଟ କଲେଜ ରୁ ଓ ତାଙ୍କର ମୋଟ ସମ୍ପତ୍ତି ବିଷୟ ରେ କହିବା ତାହେଲେ ତାଙ୍କର ୨୦ କୋଟି ଟଙ୍କା ରୁ ଉର୍ଦ୍ଧ ହବ । ସେ ଗୋଟିଏ ଫିଲ୍ମ କରିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ନେଇଥାଆନ୍ତି । ସବୁଠୁ ବଡ କଥା ହେଲା ଯେ ତାଙ୍କର ଏକ ପ୍ରଡକ୍ସନ ହାଉସ ରହିଛି । ତାଙ୍କର ହିଟ ଫିଲ୍ମ ଗୁଡିକ ହେଲା କାଳିଶଙ୍କର ,ଗୁଡ ବୟେ ,ପର୍ଶୁରାମ,କଲ୍କି । ତାହେଲେ ତାଙ୍କ ପରିବାର ରେ ତାଙ୍କ ବାପା,ମା,ସ୍ତ୍ରୀ ଓ କୁନି ପୁଅ ଅଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *