Breaking News

ଭିଡିଓ ଦେଖନ୍ତୁ – କି ଯୁଗ ହେଲାରେ ନାରଣ! ପୋଲିସକୁ ପି-ଟି ଆ-ସା-ମୀ ଫେରାର, ଭିଡିଓ ଦେଖିଲେ ମୁଣ୍ଡରେ ହାତ ଦେଇଦେବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପୋଲିସ ତଦନ୍ତ କରିବାକୁ ଯାଇ ଚୋର ଠୁ ମା-ଡ଼ ଖାଇଲା ପୋଲିସ । ହଁ ବନ୍ଧୁ ପୋଲିସ ଚୋ-ର କୁ ଧରିବାକୁ ଯାଇଥିଲା ବେଳେ ଚୋର ଏକ ବାଡି ସାହାର୍ଯ୍ୟ ରେ ପୋଲିସ କୁ ନିଧୂମ ଛେ-ଚି-ଛି ଚୋ-ର ,ଗାଁ ଦାଣ୍ଡ ରେ ପୋଲିସ କୁ ଗୋଡାଇ ଗୋଡାଇ ପୋଲିସ କୁ ମା-ଡ଼ ମା-ରି-ଛି ଚୋ-ର । ଚୋ-ର ର ମା-ଡ଼ ରେ କନେଷ୍ଟବଳ ଗୁରତର ଆ-ହ-ତ , ତାହେଲେ ବନ୍ଧୁଗଣ ଯେଉଁଠି ପୋଲିସ ମାନେ ଲୋକ ମାନ ଙ୍କୁ ସୁରକ୍ଷା ଦବା ପାଇଁ ନିୟୋଜିତ ଥାଆନ୍ତି ଆଜି ସେହି ପୋଲିସ ଅ-ସୁ-ରୀ-କ୍ଷି-ତ ଭାବେ ଏକ ଚୋର ଠୁ ମା-ଡ଼ ଖା-ଇ ଗୁରୁତର ।

ହଁ ବନ୍ଧୁ ସବୁଠୁ ବଡ କଥା ହେଲା ଯେ ସେଠାରେ ପୁଣି ଲୋକ ମାନ ଙ୍କ ଉପସ୍ଥିତି ରେ ଏହି ଭଳି କାଣ୍ଡ କରିଦେଇ ଚୋ-ର ଫେରାର । ବନ୍ଧୁଗଣ ଏହି ଭଳି ଘଟଣା ଟି ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଂଚାୟତ ର ବାଲି ସାହି ଗ୍ରାମ ର , ହଁ ସେହି ପଂଚାୟତ ତୋଟା ସାହି ରେ ଥିବା ଏକ ମନ୍ଦିର ଓ ଏହି ମନ୍ଦିର ପୂଜା ପାଉଛନ୍ତି ବୁଢୀ ଜାଗୁଲେଇ । ତାହେଲେ ତିର୍ତ୍ତୋଲ ସାହିର ଲୋକ ମାନେ ଯାଇ ଥାନା ରେ ଅଭିଯୋଗ କରିଥିଲେ ଯେ ମନ୍ଦିର ରୁ କିଛି ମହତ୍ଵ ପୂର୍ଣ୍ଣ ଜିନିଷ ଚୋ-ରୀ ହୋଇଛି ବୋଲି ।

ପୋଲିସ ମାନେ ଏହାର ତଦନ୍ତ ପାଇଁ ସନ୍ଧାନୀ କୁକୁର ଙ୍କୁ ଆଣିଥିଲେ , ତାହେଲେ କୁକୁର ଟି ସନ୍ଧାନ କରି କରି ବାଲି ସାହି ର ରତ୍ନାକର ବରାଳ ଙ୍କ ଘରେ ପହଞ୍ଚିଥିଲେ । କୁକୁର ସାଙ୍ଗ ରେ କନେଷ୍ଟବଳ ଜଣକ ଥିଲେ ଓ ସେ ଯାଇ ତାଙ୍କ କବାଟ ବାଡ଼େଇ ଡାକିଲେ କିନ୍ତୁ ରତ୍ନାକର ଙ୍କ ପୁଅ ଘରୁ ଏକ ମ-ର-ଣା-ସ୍ତ୍ର ଧରି ବାହାରିଥିଲା ଓ ପୋଲିସ ଙ୍କ ସହ ଯୁକ୍ତି ତରକ କରିବା ସହିତ ଆ-କ୍ର-ମ-ଣ କରିଥିଲା । ହଁ ବନ୍ଧୁ ଖାଲି ସେତିକି ନୁହେଁ ବର୍ତ୍ତମାନ ସମୟ ରେ ସେହି ପୋଲିସ ଜଣକ ଗୁରୁତର ଅବସ୍ଥା ରେ ଚିକିସ୍ଛା ହେଉଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.