Breaking News

ଦେଖନ୍ତୁ Exclusive ଭିଡିଓ – ମାତ୍ର ୨୮ ଘଣ୍ଟା ରେ ତିଆରି ହୋଇଗଲା ୧୦ ମହଲା ର ବିଲ୍ଡିଂ, ଜାଣନ୍ତୁ ଏହା କେଉଁଠି ହୋଇଛି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯ ସୋସିଆଲ ମିଡ଼ିଆ ରେ ଏମିତି କିଛି ଭିଡିଓ ଥାଏ ଯାହା ଶୁଣିଲେ ବିଶ୍ଵାସ ହୁଏ ନହିଁ ଯେ ଏହାଭଳି ହୋଇଥିବ କିନ୍ତୁ ସେହି ଜିନିଷ କୁ ଦେଖିବା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିଥିବ । ତାହେଲେ ଆଜି ଆମେ ସେହିଭଳି ଏକ ଆଶ୍ଚର୍ଯ୍ୟ କଥା ବିଷୟ ରେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ , ଯାହା ଆପଣ ମାନେ ଶୁଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ସାମାନ୍ଯ ଏକ ବଖରା କରିବା ପାଇଁ ୧ ରୁ ଦେଢ ମାସ ଲାଗିଥାଏ ,୩ ରୁ ୪ ମହଲା ଘର କରିବା ପାଇଁ ମାସ ମାସ ଲାଗିଯାଇ ଥାଏ କିନ୍ତୁ ଆଜି ଆମେ ଯେଉଁ ବିଷୟ ରେ କହିବାକୁ ଯାଉଛୁ ତାହା ହଉଛି ଯେ ୧୦ ମହଲା ଘର ମାତ୍ର ୨୮ ଘଣ୍ଟା ରେ ସମ୍ପୂର୍ଣ୍ଣ ହୋଇଛି , ଏହି କଥା ଟି ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ଭଳି ଆପଣ ଙ୍କୁ ଲାଗୁଥିବ ଓ ବିଶ୍ଵାସ ମଧ୍ୟ ହେଉ ନଥିବ କିନ୍ତୁ ବନ୍ଧୁଗଣ କଥା ଟି ସତ ।

ଏହି ଭଳି ଘଟଣା ଟି ଘଟିଛି ଚୀନ ଦେଶ ରେ ଚାନସା ସହର ରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହଁ ବନ୍ଧୁ ଏଠାରେ ମାତ୍ର ୨୮ ଘଣ୍ଟା ୪୫ ମିନିଟ ରେ ସମ୍ପୂର୍ଣ୍ଣ ହେଲା ଏକ ୧୦ ମହଲା ବିଲ୍ଡିଂ । ୧୦ ମହଲା ବିଲ୍ଡିଂ ପାଇଁ ବର୍ଷ ବର୍ଷ ଧରି କାମ ଚାଲୁଥିବା ସମୟ ରେ ମାତ୍ର ଚୀନ ରେ କେଇ ଘଣ୍ଟା ରେ ଠିଆ ହୋଇଗଲା ୧୦ ମହଲା ବିଲ୍ଡିଂ । ଏହି ବଡ ଅପାର୍ଟମେଣ୍ଟ ପ୍ରିଫାବ୍ରିକେଟେକ କନଷ୍ଟ୍ରକ୍ସନ ସିଷ୍ଟମ ମାଧ୍ୟମ ରେ ଏହା ସମ୍ଭବ ହୋଇ ପାରିଛି । କମ୍ପାନୀ ର ଢାଞ୍ଚା ପ୍ରଥମେ କାରଖାନ ର ପରିସର ରେ ଗଢା ଯାଇଥିଲା ଓ ସେଗୁଡିକ ଟ୍ରକ ସାହାର୍ଯ୍ୟ ରେ କୋଠା ନିର୍ମାଣ ସ୍ଥାନ କୁ ନିଆଯାଇଥିଲା ଓ ଆବଶ୍ୟକ ଅନୁସାରେ ଖଞ୍ଜା ଯାଇଥିଲା । କରେଣ ମାଧ୍ୟମ ରେ ଗୋଟିଏ ଠାକ ଉପରେ ଆଉ ଗୋଟିଏ ଥାକ ଥୋଇ ଥିଲେ ଓ ଘର ଟି ସମ୍ପୂର୍ଣ୍ଣ ହବା ପରେ କର୍ମଚାରୀ ମାନେ ନଟ ବୋଲ୍ଟ ଭିଡିବାରେ ଲାଗିଥିଲେ । ଏଠି ସହିତ ଘର କୁ ବିଜୁଳି ଓ ପାଣି ର ସଂଯୋଗ ଦେଇଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ହୀରାକୁଦରୁ ଧରା ହେଲା ୧୦୦୦ କେଜିର ବିରାଟକାୟ ମାଛ, ଏମିତି ବିରଳ ମାଛ କେବେ ଦେଖି ନଥିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ହୀରାକୁଦ ଜଳଭଣ୍ଡାର ରେ ଏକ ବିରାଟ କାୟ ମାଛ ଦେଖିବାକୁ ମିଳିଛି , କିଛି ମତ୍ସଜୀବୀ ମାନେ …

Leave a Reply

Your email address will not be published. Required fields are marked *