Breaking News

ଓଡ଼ିଆ ଫିଲ୍ମ ରେ ଅଭିନୟ କରିବେ ସିଦ୍ଧାନ୍ତ (Sidhant Mohapatra) ଙ୍କ ଝିଅ ସାଇ ସମର୍ଥ!

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତା ବା ନବେ ଦଶକ ର ଅଭିନେତା ସିଦ୍ଧାନ୍ତ ମହାପାତ୍ର , ହଁ ବନ୍ଧୁ ଏହି ଅଭିନେତା ନିଜ ଅଭିନୟ ମାଧ୍ୟମ ରେ ଆଜି ଜଣେ ସୁପର ଷ୍ଟାର ହବା ସହିତ ଓଡ଼ିଶା ର ଘରେ ଘରେ ପରିଚିତ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସେ ସିଦ୍ଧାନ୍ତ ମହାପତ୍ର ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ଭଲ ପାଉଥିଲେ ଓ ଭଲ ପାଇବା ପରେ ବିବାହ ବନ୍ଧନ ରେ ବନ୍ଧୁ ହୋଇଥିଲେ ।

ତାହେଲେ ବର୍ତ୍ତମାନ ସମୟ ରେ ଏହି ଲୋକ ପ୍ରିୟ ଯୋଡି ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର ଙ୍କ ର ଏକ ପୁଅ ଓ ଝିଅ ଅଛନ୍ତି । ତାହେଲେ ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ କୁ ବର୍ତ୍ତମାନ ସମୟ ରେ ୧୭ ବର୍ଷ ହୋଇଥିବା ସମୟ ରେ ତାଙ୍କ ଝିଅ କୁ ମାତ୍ର ୧୫ ବର୍ଷ ହୋଇଛି । ତାହେଲେ ଆଗାମୀ ଦିନ ମାନ ଙ୍କ ଭିତରେ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ଓଡିଆ ଇଣ୍ଡଷ୍ଟ୍ରୀ ଫିଲ୍ମ ରେ ଅଭିନୟ କରିବାକୁ ଯାଉଛନ୍ତି । ତାହେଲେ ଏହା ପଛ ରେ କଣ ରହିଛି ଆସନ୍ତୁ ଜାଣିବା ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ୨୦୦୩ ମସିହା ରେ ରଚନା ବାନାର୍ଜୀ ଙ୍କୁ ବିବାହ କରିଥିଲେ କିନ୍ତୁ କିଛି ବିବାଦ ହବା ଋ ଦୁହେଁ ଅଲଗା ହୋଇଯାଇଥିଲେ । ସିଦ୍ଧାନ୍ତ ମହାପାତ୍ର ପରବର୍ତ୍ତୀ ସାମେ ରେ ୨୦୧୪ ରେ ମାମା ମିଶ୍ର ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସମୟ ରେ ତାଙ୍କ ଏକ ପୁଅ ଓ ଏକ ଝିଅ ଅଛି ସେମାନ ଙ୍କ ନାମ ହଉଛି ପୁଅ ନାମ ସାଇ ସିଦ୍ଧି ଓ ଝିଅ ନାମ ହଉଛି ସମର୍ଥ । ବର୍ତ୍ତମାନ ସମୟ ରେ ଏହି ଦୁହିଁ ଙ୍କ ପାଠ ପଢା ଜାରିଥିବା ସମୟ ରେ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଆଗାମୀ ଦିନ ମାନ ଙ୍କ ଭିତରେ ତାଙ୍କ ଝିଅ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେବା କୁ ଯାଉଛନ୍ତି ବୋଲି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *