Breaking News

ଭିଡିଓ ଦେଖନ୍ତୁ – ଝିଲ୍ଲିକ (Jhilik) ତାଙ୍କ ଶାଶୂ ଘର ଗାଁ ରେ ଭୋଜି ଦେଲେ, ଭୋଜି ଦେବାର କାରଣ କଣ ଜାଣନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କ ଏକ ଭିଡିଓ ବେଶ ଭାଇରାଲ ହବା ରେ ଲାଗିଛି ଯେ ଝିଲ୍ଲିକ ଭୋଜି ଦଉଥିବାର ଦୃଶ୍ୟ , ହଁ ବନ୍ଧୁ ଏହି ଭୋଜି ରେ ବହୁ ପ୍ରକାର ଆଇଟମ ହୋଇଛି ଓ ଏହାର ଗୋଟିଏ ଆଇଟମ ଦେଖାଇଛନ୍ତି ଝିଲ୍ଲିକ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଭାବୁଥିବେ ଏହି ଲକ ଡାଉନ ସମୟ ରେ ସବୁକିଛି ବନ୍ଦ ଥିବା ସମୟ ରେ ଭୋଜି ଦେଉଛନ୍ତି ତାହା ପୁଣି ସୋସିଆଲ ମିଡ଼ିଆ ରେ ଦର୍ଶକ ମାନ ଙ୍କୁ ଜଣାଇ , ତାହେଲେ ବନ୍ଧୁଗଣ ଏହି କଥା ଟି ସତ ଯେ ଭୋଜି ଦେଇଛନ୍ତି କିନ୍ତୁ ଏହା ପଛ ରେ ଆଉ କିଛି ରହସ୍ୟ ରହିଛି , ତାହେଲେ ଆସନ୍ତୁ ଜାଣିବା ଏହି ରହସ୍ୟ ଟି କଣ ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ୟ । ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳିଉଡ ଇଣ୍ଡଷ୍ଟ୍ରୀ ର ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଜ୍ୟ । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ଅନେକ ଚଳଚିତ୍ର ରେ । ସେ ସମସ୍ତ ଚଳଚିତ୍ର ରେ ସେ ତାଙ୍କ ଜବରଦସ୍ତ ଦେଖାଇ ସେ ଆଜି ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଝିଲ୍ଲିକ ଜଣେ ବଙ୍ଗାଳୀ ହୋଇଥିଲେ ମଧ୍ୟ ସେ ତାଙ୍କ ଅଭିନୟ ଫଳ ରେ ସେ ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁ ନାମ ଅର୍ଜନ କରିଛନ୍ତି । ହଁ ବନ୍ଧୁ ସେ ଓଡ଼ିଶା ଆସିଥିଲେ ଫିଲ୍ମ ରେ ଅଭିନୟ କରିବା ପାଇଁ କିନ୍ତୁ ସେ ଅଭିନୟ କରୁ କରୁ ଓଡିଆ ବୋହୁ ହୋଇ ଯାଇଥିଲେ ।

ହଁ ବନ୍ଧୁ ସେ କିଛି ବର୍ଷ ତଳେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ବର୍ତ୍ତମାନ ବେଶ ଖୁସି ରେ ଅଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଭୋଜି ଦେଉଥିବା କଥା ଟି ସତ ଓ ଏହା ସେ ତାଙ୍କ ସୋସିଆଲ ମିଡ଼ିଆ ରେ ଜଣେଇଛନ୍ତି ମଧ୍ୟ କିନ୍ତୁ ରହସ୍ୟ ଟି ହେଲା ଯେ ଏହି ଭିଡିଓ ବହୁତ ପୁରୁଣା ଦିନ ର ଅଟେ ଓ ଏହା ବର୍ତ୍ତମାନ ସମୟ ରେ ବେଶ ଭାଇରାଲ ହବା ରେ ଲାଗିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *