Breaking News

ଏହି ollywood ହିରୋଇନ ମାନଙ୍କ ମା ବି ଦିନେ ଥିଲେ ହିରୋଇନ

ଦର୍ଶକ ବନ୍ଧୁ ଆପଣ ସବୁବେଳେ ଧାରାବାହିକ ହଉ ବା ଚଳଚିତ୍ର ନିଶ୍ଚୟ ଦେଖୁଥିବେ , ତାହେଲେ ଏହି ସମସ୍ତ ଧାରାବାହିକ ଓ ଚଳଚିତ୍ର ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ମାଧ୍ୟମ ରେ ବେଶ ଲୋକ ପ୍ରିୟତା ହାସଲ କରିପାରିଛନ୍ତି । ବନ୍ଧୁଗଣ ଆଜି ଆମେ ଜାଣିବା ଯେ ଏହି ଅଭିନେତ୍ରୀ ମାନ ଙ୍କ ଭିତରୁ ଅନେକ ଅଭିନେତ୍ରୀ ଙ୍କ ମାଆ ମାନେ ଆଗରୁ ହିରୋଇନ ବା ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବର୍ତ୍ତମାନ ସୁଦ୍ଧା ବେଶ ପରିଚିତ । ତାହେଲେ ଆସନ୍ତୁ ଜାଣିବା ,

ବର୍ଷା ପ୍ରିୟଦର୍ଶିନୀ – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସେ ବହୁ ଗୁଡିଏ ଚଳଚିତ୍ର ରେ ଅଭିନୟ କରିଥିବା ର ଆପଣ ମାନେ ନିଶ୍ଚୟ ଜାଣିଥିବେ , ତାହେଲେ ତାଙ୍କ ମା ଙ୍କ ନାମ ହଉଛି – ଦୀପା ସାହୁ । ହଁ ବନ୍ଧୁ ସେ ବି ଦିନେ ହିରୋଇନ ଥିଲେ ଓ ବହୁତ ସାରା ଚଳଚିତ୍ର ରେ ଅଭିଆୟ କରିଥିଲେ ।

ପ୍ରକୃତି ମିଶ୍ର – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଶିଶୁ କଳାକାର ଭାବେ ବେଶ ପରିଚିତ , ତାହେଲେ ସେ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରିବା ସହିତ ସେ ବର୍ତ୍ତମାନ ବଲିଉଡ ରେ କାମ କରୁଛନ୍ତି । ତାହେଲେ ତାଙ୍କ ମା ଙ୍କ ନାମ ହଉଛି କୃଷ୍ଣପ୍ରିୟା ମିଶ୍ର ,ଆପଣ ମାନେ ନିଶ୍ଚୟ କୃଷ୍ଣପ୍ରିୟା ଙ୍କ ଅଭିନୟ ଦେଖିଥିବେ ଟିଭି ରେ ।


ଅନୁଭା – ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ବା ଆମ ଓଡିଆ ଇଣ୍ଡଷ୍ଟ୍ରୀ ଆଗ ଧାଡ଼ି ର ହିରୋଇନ , ତାହେଲେ ଅନୁପମା ଙ୍କ ମା ହେଉଛନ୍ତି ପୁଷ୍ପ ପଣ୍ଡା । ଆପଣ ମାନେ ବର୍ତ୍ତମାନ ମଧ୍ୟ ପୁଷ୍ପ ପଣ୍ଡା ଙ୍କ ଅଭିନୟ ଦେଖୁଥିବେ ଅନେକ ଚଳଚିତ୍ର ରେ ।

ସମ୍ଭାବନା ମହାନ୍ତି – ଏହି ଅଭିନେତ୍ରୀ ଜଣକ ଓଡିଆ ଫିଲ୍ମ କରିବା ସହିତ ବଲିଉଡ ରେ ମଧ୍ୟ ନିଜର ଚମତ୍କାର ଦେଖାଇ ସାରିଛନ୍ତି ଓ ତାଙ୍କ ମା ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ।

ଅରୁନ୍ଧତୀ ଦେବିକା – ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ଜେଜେମା ରେ ଅଭିନୟ କରି ବେଶ ଲୋକ ପ୍ରିୟତା ହାସଲ କରିପାରିଥିଲେ ଓ ଘରେ ଘରେ ମଧ୍ୟ ବେଶ ଆରିଚିତ ଥିଲେ । ତାହେଲେ ତାଙ୍କ ମା ମଧ୍ୟ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଯିଏ କି ବହୁ ଗୁଡିଏ ଧାରାବାହିକ ରେ ଅଭିନୟ କରିଛନ୍ତି ଓ ତାଙ୍କ ମା ଙ୍କ ନାମ ହଉଛି ତିଳୋତ୍ତମା ଖୁଣ୍ଟିଆ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *