Breaking News

Bollywood ଜଗତର ଜଣେ ବରିଷ୍ଠ କଳାକାରଙ୍କର ଫୁଣି ହୃ-ଦ-ଘା-ତ ରେ ହେଲା ପରଲୋକ

ବନ୍ଧୁଗଣ ଏହି କରୋନା ମହାମାରୀ ରେ ଆମେ କରୋନା ର ପ୍ରଥମ ଲହର ରେ ଅନେକ ଲୋକ ପ୍ରିୟ କଳାକାର ଙ୍କୁ ହରାଇଛୁ ଓ ଦ୍ବିତୀୟ ଲହର ରେ ମଧ୍ୟ ବହୁ କଳାକାର ଙ୍କୁ ହରାଇଛୁ କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ମଧ୍ୟ ଆମର ଜଣେ ଲୋକ ପ୍ରିୟ ନିର୍ଦ୍ଦେଶକ ଓ ଜଣେ ଭଲ ଅଭିନେତା ଆଉ ନାହାଁନ୍ତି ଏଇ ଦୁନିଆ ରେ , ହଁ ବନ୍ଧୁ କରୋନା ରେ ନୁହେଁ ହୃ-ଦ-ଘା-ତ ହବା ରୁ ପରଲୋକ ଘଟିଛି । ତାହେଲେ ଆସନ୍ତୁ ଜାଣିବା ଏହି କଳାକାର ଙ୍କ ବିଷୟ ରେ ଜାଣିବା ।

ହଁ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଓ ଦୁଖ ର ଖବର ଯେ ଆମ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ବା କ୍ରିକେଟ ଭାଷ୍ୟକର ଙ୍କ ମନ୍ଦିରା ବେଦୀ ନଙ୍କ ସ୍ବାମୀ ରାଜ କୌଶଳ ଙ୍କ ହୃ-ଦ-ଘା-ତ ଜନିତ ରୋଗ ରେ ଦେହାନ୍ତ ହୋଇଛି । ହଁ ବନ୍ଧୁ ଆଜି ଭୋର ସକାଳ ୪:୩୦ ମିନିଟ ରେ ତାଙ୍କର ଦେହାନ୍ତ ହୋଇଛି । ବନ୍ଧୁଗଣ ମନ୍ଦିରା ଓ ରାଜ କୌଶଳ ଙ୍କ ୧୯୯୯ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବର୍ତ୍ତମାନ ତାଙ୍କର ଦୁଇଟି ପିଲା ଅଛନ୍ତି ।

ବନ୍ଧୁଗଣ ମନ୍ଦିରା ଜଣେ ଅଭିନେତ୍ରୀ ଥିଲେ ଓ ରାଜ କୌଶଳ ଜଣେ ଫିଲ୍ମ ନିର୍ମାତା । ତାହେଲେ ବନ୍ଧୁଗଣ ତାଙ୍କ ବିୟୋଗ ରେ ବଲିଉଡ ଇଣ୍ଡଷ୍ଟ୍ରୀ ଶୋକ ର ଛାୟା ଖେଳି ଯାଇଛି । ହଁ ବନ୍ଧୁ ବାସ୍ତବ ରେ ଏହି ଦୁଇ ଯୋଡି ବହୁତ ଭଲ ଅଟନ୍ତି କାରଣ ତାଙ୍କର ମାତ୍ର ଏକ ପୁତ୍ର ପୁଅ ଅଛି କିନ୍ତୁ ସେ ୨୦୨୦ ରେ ଏକ ଅନାର୍ଥ ଝିଅ କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାଜ କୌଶଳ ଙ୍କୁ ହରାଇ ମନ୍ଦିରା ବର୍ତ୍ତମାନ ସମୟ ରେ ଭାଙ୍ଗି ପଡିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *