Breaking News

ଏହି ଲୋକପ୍ରିୟ Ollywood ଅଭିନେତ୍ରୀ ମାନେ ତାଙ୍କର ପ୍ରଥମ ସ୍ଵାମୀଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ସବୁବେଳେ ଧାରାବାହିକ,ଚଳଚିତ୍ର ଗୁଡିକ ଦେଖୁଥିବେ , ତାହେଲେ ଏହି ଚଳଚିତ୍ର ବା ଧାରାବାହିକ ମାନ ଙ୍କ ରେ ଅଧିକ ବିବାହ ବିଚ୍ଛେଦ କାହାଣୀ ଦେଖିବାକୁ ମିଳିଥାଏ । ଆପଣ ମାନେ ଏହି ବିବାହ ବିଚ୍ଛେଦ ଦୃଶ୍ୟ ରିଲ ଲାଇଫ ରେ ଦେଖିଥିବେ ଯେ ଜଣେ ଅଭିନେତା ଓ ଆଉ ଜଣେ ଅଭିନେତ୍ରୀ ଙ୍କୁ ଡ଼ିଭର୍ସ ଦଉଥିବାର କିନ୍ତୁ ଆପଣ ମାନେ ଜାଣିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ବାସ୍ତବ ଦୁନିଆ ରେ ଅନ୍ୟ ଜଣ କୁ ଭଲ ପାଇ ବିବାହ କରି ସାରିବା ପରେ ଡ଼ିଭର୍ସ କରିଛନ୍ତି , ଆଜି ଆମେ ସେହି ଅଭିନେତ୍ରୀ ମାନ ଙ୍କ ବିଷୟ ରେ ଜାଣିବା ।

ଉଶାସି ମିଶ୍ର – ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଲୋକ ପ୍ରିୟ ଅଭିନେତ୍ରୀ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଛନ୍ତି ତାହେଲେ ସେ । ତାହେଲେ ଉସାଶୀ ମିଶ୍ର ୨୦୦୯ ରେ ରତନ ଲକ୍ଷ୍ମଣୀ ଙ୍କୁ ବିବାହ କରିଥିଲେ , କିନ୍ତୁ ବିବାହ ର ୧୦ ବର୍ଷ ପରେ ୨୦୧୯ ରେ ଉଭୟ ଉଭୟ କୁ ଛାଡପତ୍ର ଦେଇଥିଲେ ।

ପ୍ରିୟା ଚୌଧୁରୀ – ବନ୍ଧୁଗଣ ଏହି ଅଭିନେତ୍ରୀ ଆପଣ ମାନେ ନିଶ୍ଚୟ ଜାଣିଥିବେ , ସେ ରୁମକୁ ଝୁମାନା ଭଳି ଅନେକ ଫିଲ୍ମ ରେ ସୁପର ହିଟ ଫିଲ୍ମ ରେ ଅଭିନୟ କରିଛନ୍ତି । ସେ ୨୦୧୩ ମସିହା ରେ ଦୂର୍ଗା ପ୍ରସାଦ ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ର କିଛି ଦିନ ପରେ ସେ ଡ଼ିଭର୍ସ ଦେଇ ଦେଇଥିଲେ ଓ ଅନ୍ୟ ଜଣ କୁ ବିବାହ କରିଥିଲେ ।


କୋଏଲ ବାନାର୍ଜୀ – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କୋଏଲ ବାନାର୍ଜୀ ୨୦୧୨ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ବବି ମିଶ୍ର ଙ୍କୁ ବିବାହ କରିଥିଲେ ୨୦୧୨ ରେ କିନ୍ତୁ ଦୁହେଁ ଦୁହିଁ ଙ୍କୁ ୨୦୨୧ ରେ ଡ଼ିଭର୍ସ ଦେଇଥିଲେ ।


ଅନୁ ଚୌଧୁରୀ – ଦର୍ଶକ ବନ୍ଧୁ ଅନୁ ଚୌଧୁରୀ ୨୦୦୬ ରେ ସନ୍ଦୀପ ମିଶ୍ର କୁ ବିବାହ କରିଥିଲେ ଓ ୨୦୧୨ ରେ ଡ଼ିଭର୍ସ ଦେଇଥିଲେ ।

ରଚନା ବାନାର୍ଜୀ – ହଁ ବନ୍ଧୁ ଓଡ଼ିଶା ରେ ଛୋଟ ଠୁ ବଡ ଲୋକ ପର୍ଯ୍ୟନ୍ତ ଏହି ଅଭିନେତ୍ରୀ ଙ୍କୁ ସମସ୍ତେ ଜାଣିଛନ୍ତି , ତାହେଲେ ସେ ୨୦୦୩ ମସିହା ରେ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ କିନ୍ତୁ ୨୦୦୪ ଦୁହେଁ ଦୁହିଁ ଙ୍କୁ ଡ଼ିଭର୍ସ ଦେଇଥିଲେ ।

ବର୍ଷା ପ୍ରିୟଦର୍ଶିନୀ – ବନ୍ଧୁଗଣ ଏହି ଅଭିନେତ୍ରୀ ୨୦୧୪ ରେ ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ କିନ୍ତୁ ସେ ବହୁତ ଶୀଘ୍ର ତାଙ୍କୁ ଛାଡ ପତ୍ର ଦବା କୁ ଯାଉଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *